ଅସୁରକ୍ଷିତ MKCG ମେଡିକାଲ, ସୁପର ସ୍ପେଶାଲିଷ୍ଟ୍ କୋଠାରୁ ପୁଣି ଖସିଲା ସିଲିଂ
9/09/2022 at 9:50 AM

ବ୍ରହ୍ମପୁର୦୯/୦୯: ଅସୁରକ୍ଷିତ ବ୍ରହ୍ମପୁର ବଡ ମେଡିକାଲ ସୁପରି ସ୍ପେଷ୍ପାଲିଷ୍ଟ୍ । କୋଠାରୁ ପୁଣି ଖସିଲା ସିଲିଂ। ଗତକାଲି ୫ ମହଲା କୋଠାରୁ ଖସିଥିଲା ସିଲିଂ । ଆଜି ତିନି ମହଲା କୋଠାରୁ ସିଲିଂ ଖସିଛି । ଗତ କିଛି ଦିନ ତଳେ ଏହି କୋଠାର ପଞ୍ଚମ ମହଲା ସର୍ଜରୀ ବିଭାଗ ନିକଟରେ ଅଗ୍ନିକାଣ୍ଡ ଘଟିଥିଲା ।
ଏବେ ଏଠାରେ ପୁଣି ସିଲିଂ ଖସିଛି। ଏହାକୁ ନେଇ ଏବେ କୋଠାର ସୁରକ୍ଷା ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ସେପଟେ ଚିକିତ୍ସିତ ହେଉଥିବା ରୋଗୀ ମହଲରେ ଭୟର ବାତାବରଣ ଖେଳିଯାଇଛଇ ।
Related Posts
ବୁଦ୍ଧଖୋଲ ମହୋତ୍ସବ ଉଦଯାପିତ; ଲୋକନୃତ୍ୟରେ ଦୁଲୁକିଲା ମଞ୍ଚ
30 January 2023
ବିଦ୍ୟୁତ୍ ଆଘାତରେ ରାଜମିସ୍ତ୍ରୀଙ୍କ ମୃତ୍ୟୁ
30 January 2023
ନୀଳଗିରି ରାସ୍ତାରେ ବୁଲୁଛି ଭାଲୁ; ଭୟଭୀତ ସ୍ଥାନୀୟ ଲୋକେ
30 January 2023