Hari omm 2
hari om films
AKK 2023
AKK2023
HARI-OMM_728X90_B
Showcase2022
hari om films
WEB_F-8
WEB_F-9
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ଅସୁରକ୍ଷିତ MKCG ମେଡିକାଲ, ସୁପର ସ୍ପେଶାଲିଷ୍ଟ୍ କୋଠାରୁ ପୁଣି ଖସିଲା ସିଲିଂ

9/09/2022 at 9:50 AM

ବ୍ରହ୍ମପୁର୦୯/୦୯: ଅସୁରକ୍ଷିତ ବ୍ରହ୍ମପୁର ବଡ ମେଡିକାଲ ସୁପରି ସ୍ପେଷ୍ପାଲିଷ୍ଟ୍ । କୋଠାରୁ ପୁଣି ଖସିଲା ସିଲିଂ। ଗତକାଲି ୫ ମହଲା କୋଠାରୁ ଖସିଥିଲା ସିଲିଂ । ଆଜି ତିନି ମହଲା କୋଠାରୁ ସିଲିଂ ଖସିଛି । ଗତ କିଛି ଦିନ ତଳେ ଏହି କୋଠାର ପଞ୍ଚମ ମହଲା ସର୍ଜରୀ ବିଭାଗ ନିକଟରେ ଅଗ୍ନିକାଣ୍ଡ ଘଟିଥିଲା ।

ଏବେ ଏଠାରେ ପୁଣି ସିଲିଂ ଖସିଛି। ଏହାକୁ ନେଇ ଏବେ କୋଠାର ସୁରକ୍ଷା ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ସେପଟେ ଚିକିତ୍ସିତ ହେଉଥିବା ରୋଗୀ ମହଲରେ ଭୟର ବାତାବରଣ ଖେଳିଯାଇଛଇ ।

   Related Posts