AKK 2023
Hari omm 2
AKK2023
hari om films
WEB_F-8
HARI-OMM_728X90_B
WEB_F-9
Showcase2022
hari om films
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପ୍ରକାଶ ପାଇଲା ଜେଇଇ (ମେନ୍‌) ସେସନ-୧ ରେଜଲ୍ଟ, ଓ୍ୱେବସାଇଟ୍‌ରେ ଦେଖିପାରିବେ ଛାତ୍ରଛାତ୍ରୀ
  • ||
  • ଫେବୃୟାରୀରେ ଅଧିକ ରହିବ ତାପମାତ୍ରା, ଜଳବାୟୁ ଶୁଷ୍କ ଥିବାରୁ ଜଙ୍ଗଲରେ ଲାଗୁଛି ନିଆଁ
  • ||

ଗୋପାଳପୁର ସମୁଦ୍ରରେ ନିଖୋଜ ହୋଇଯାଇଥିବା ୩ଜଣ ମତ୍ସ୍ୟଜୀବୀ ମଧ୍ୟରୁ ୨ଜଣଙ୍କ ମୃତଦେହ ଉଦ୍ଧାର

13/10/2018 at 11:26 PM

ଗୋପାଳପୁର୧୩/୧୦: ଗୋପାଳପୁର ସମୁଦ୍ରରେ ଗତ ୧୦ ତାରିଖରୁ ନିଖୋଜ ଥିବା ୩ ମତ୍ସ୍ୟଜୀବୀଙ୍କ ମଧ୍ୟରୁ ୨ ଜଣଙ୍କ ମୃତଦେହ ଉଦ୍ଧାର କରାଯାଇଛି । ମୃତକ ମାନେ ହେଲେ ଏସ୍.ରାମୁ ଏବଂ ବାଦି.ସାତେୟା । ସେମାନେ ଆନ୍ଧ୍ରର ବାସିନ୍ଦା । ସେମାନଙ୍କୁ ଆଜି ଆର୍ଯ୍ୟପଲି ସାମୁଦ୍ରିକ ଥାନାର କର୍ମଚାରୀମାନେ ଉଦ୍ଧାର କରିଛନ୍ତି । ଆଉ ଜଣଙ୍କର ପତ୍ତା ମିଳୁନି ।

   Related Posts