ଗୋପାଳପୁର ସମୁଦ୍ରରେ ନିଖୋଜ ହୋଇଯାଇଥିବା ୩ଜଣ ମତ୍ସ୍ୟଜୀବୀ ମଧ୍ୟରୁ ୨ଜଣଙ୍କ ମୃତଦେହ ଉଦ୍ଧାର
13/10/2018 at 11:26 PM

ଗୋପାଳପୁର୧୩/୧୦: ଗୋପାଳପୁର ସମୁଦ୍ରରେ ଗତ ୧୦ ତାରିଖରୁ ନିଖୋଜ ଥିବା ୩ ମତ୍ସ୍ୟଜୀବୀଙ୍କ ମଧ୍ୟରୁ ୨ ଜଣଙ୍କ ମୃତଦେହ ଉଦ୍ଧାର କରାଯାଇଛି । ମୃତକ ମାନେ ହେଲେ ଏସ୍.ରାମୁ ଏବଂ ବାଦି.ସାତେୟା । ସେମାନେ ଆନ୍ଧ୍ରର ବାସିନ୍ଦା । ସେମାନଙ୍କୁ ଆଜି ଆର୍ଯ୍ୟପଲି ସାମୁଦ୍ରିକ ଥାନାର କର୍ମଚାରୀମାନେ ଉଦ୍ଧାର କରିଛନ୍ତି । ଆଉ ଜଣଙ୍କର ପତ୍ତା ମିଳୁନି ।
Related Posts
କଟକରେ ଜିଏସ୍ଟି ରେଡ୍, ଦୋକାନ ସମେତ ବିଭିନ୍ନ ସ୍ଥାନରେ ଚଢାଉ
7 February 2023
ଟ୍ରକ୍ ସହ ଧକ୍କା ହେଲା ମୋପେଡ, ଜଣେ ମୃତ ଓ ଜଣେ ଗୁରୁତର
7 February 2023
ନବ ଦାସ ହତ୍ୟା ତନାଘନା, ଝାରସୁଗୁଡ଼ା ଯିବ ଜଷ୍ଟିସ୍ ଜେ.ପି ଦାସ
7 February 2023