ChampionMaganna_WebBanner_728X90
ChampionMaganna_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଆନନ୍ଦପୁର : ବାଇକକୁ ପଛପଟୁ ପିଟିଲା କାର୍‌, ଦୁଗ୍ଧ ବିକ୍ରି କରିବାକୁ ବାହାରିଥିଲେ ରବିନ୍ଦ୍ର
  • ||
  • ଓସ୍କାର ବିଜେତା ଗାୟିକା ଆଇରିନ କାରାଙ୍କ ଦେହାନ୍ତ, ୬୩ ବର୍ଷରେ ଦୁନିଆକୁ କହିଲେ ଅଲବିଦା
  • ||
  • IND vs NZ : ବର୍ଷାରେ ଧୋଇଗଲା ମ୍ୟାଚ୍, ୨ ଦିନିକିଆ ବାତିଲ
  • ||

୧୭ ଘଣ୍ଟା ପରେ ମିଳିଲା ନିଖୋଜ ବଜ୍ରକାପ୍ତା

6/11/2019 at 7:35 AM

ବାରିପଦା ୬।୧୧: ୧୭ ଘଣ୍ଟା ପରେ ମିଳିଲା ନିଖୋଜ ବଜ୍ରକାପ୍ତା । ଗତ ୨୯ ତାରିଖରେ ବାରିପଦା ବନବିଭାଗ ଦ୍ବାରା ମାଇ ବଜ୍ରକାପ୍ତା ଉଦ୍ଧାର ହୋଇଥିଲା । ତେବେ ଗତକାଲି ବଜ୍ରକାପ୍ତାଟି ନିଖୋଜ ହୋଇଯାଇଥିଲା ।

ଦୀର୍ଘ ୧୭ ଘଣ୍ଟା ପରିଶ୍ରମ ପରେ ବନ କର୍ମଚାରୀ ନିଖୋଜ ବଜ୍ରକାପ୍ତାକୁ ଉଦ୍ଧାର କରିଥିଲେ । ପରେ ଦେଉଳି ରେଞ୍ଜର ବନ ଅଧିକାରୀ ରବିନାରାୟଣ ମହାନ୍ତି ନନ୍ଦନକାନନର କର୍ତ୍ତୃପକ୍ଷକୁ ବଜ୍ରକାପ୍ତାଟିକୁ ନେଇଯିବାକୁ ଅନୁରୋଧ କରିଛନ୍ତି ।

   Related Posts