କାନାରା ବ୍ୟାଙ୍କ୍ରୁ ଲୁଟ୍ ଅଭିଯୋଗ, ଏଟିଏମ୍ ଭାଙ୍ଗିବା ସହ କାନ୍ଥ କଣା କରି ବ୍ୟାଙ୍କ୍ରେ ପସିଲେ ଦୁର୍ବୃତ୍ତ
24/08/2022 at 1:18 PM

ଜଗତସିଂହପୁର ୨୪।୮: ଜଗତସିଂହପୁର ଜିଲ୍ଲା ସଦର ଥାନା ସଭାମୂଳ ସ୍ଥିତ କାନାରା ବ୍ୟାଙ୍କରୁ ଲୁଟ୍ ହୋଇଥିବା ନେଇ ଅଭିଯୋଗ ହୋଇଛି । ଦୁର୍ବୃତ୍ତମାନେ ବ୍ୟାଙ୍କର ଏଟିଏମ ଭାଙ୍ଗିବା ସହ ବ୍ୟାଙ୍କ କାର୍ଯ୍ୟାଳୟର କାନ୍ଥ କଣା କରି ଭିତରେ ପସିଥିବା ଜଣାପଡିଛି । ତେବେ କେତେ ଟଙ୍କା ଚୋରି ହୋଇଛି ତାହା ସ୍ପଷ୍ଟ ଜଣାପଡିନାହିଁ । ବ୍ୟାଙ୍କ କର୍ତ୍ତୃପକ୍ଷ ଜଗତସିଂହପୁର ପୋଲିସକୁ ଖବର ଦେବା ପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।
Related Posts
କନ୍ଧମାଳ ପୋଲିସକୁ ସଫଳତା, ଚୋରି ସାମଗ୍ରୀ ଜବତ, ୫ ଗିରଫ
6 February 2023