୭ଟି ଦୋକାନରୁ ଲକ୍ଷାଧିକ ଟଙ୍କାର ସାମଗ୍ରୀ ଚୋରୀ କଲେ ଦୁର୍ବୃତ୍ତ
14/07/2019 at 10:33 AM

ସାନଖେମୁଣ୍ଡି ୧୪|୭: ଗଞ୍ଜାମ ଜିଲ୍ଲା ହିଂଜିଲିକାଟୁ ଥାନା ପଛ ପଟେ ଥିବା ପରିବା ମାର୍କେଟରୁ ଚୋରି ହୋଇଥିବା ଅଭିଯୋଗ ହୋଇଛି । ୯ଟି ଦୋକାନରୁ ଚୋରି ଉଦ୍ୟମ କରିଥିଲେ ଦୁର୍ବୃତ୍ତ । ୭ଟି ଦୋକାନରୁ ଚୋରି କରିବାରେ ସଫଳ ହୋଇଥିବାବେଳେ ଅନ୍ୟ ଦୁଇ ଦୋକାନରୁ ଚୋରି ଉଦ୍ୟମ କରି ତାଲା ଭାଙ୍ଗିଥିଲେ ଚୋର । ଗତକାଲି ବିଳମ୍ବିତ ରାତି ଚୋରି ହୋଇଥିବା ଅଭିଯୋଗ ହୋଇଛି । ହିଞ୍ଜିଳି ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।
Related Posts
NMIMS ବିଶ୍ଵ ବିଦ୍ୟାଳୟ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ
7 December 2023