Showcase2022
Showcase2022
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ସିନ୍ଧେକେଲା ଥାନା ଆଇଆଇସି ଗିରଫ, ୨୫ ହଜାର ଲାଞ୍ଚ ନେଉଥିବା ବେଳେ ଧରିଥିଲା ଭିଜିଲାନ୍ସ
  • ||
  • ଧର୍ମଗଡ: ଭାରସାମ୍ୟ ହରାଇ ଗଛରେ ପିଟିଲା ମିନିଟ୍ରକ, ଦୁର୍ଘଟଣାରେ ଜଣେ ମୃତ
  • ||
  • ଜାଡ଼ରେ ଥରୁଛି ରାଜ୍ୟ, କୋରାପୁଟରେ ତଳକୁ ଖସିଲା ପାରଦ
  • ||
  • ମୋହନା: ଗୋଷ୍ଠୀ କେନ୍ଦ୍ର ପଛପଟେ ପଡ଼ିଛି କୁଢ଼ କୁଢ଼ ଔଷଧ, ବୈଧତା ଥାଇ ବି ଫୋପାଡିଦେଲେ
  • ||
  • ପାଟଣା ରେଞ୍ଜରେ ଘୁରି ବୁଲୁଛନ୍ତି ହାତୀପଲ, ଧାନ ଫସଲ ନଷ୍ଟ ସହ ଖାଇଗଲେ ଶହ ଶହ ଧାନ ବିଡା
  • ||
  • ନିଶ୍ଚିତକୋଇଲି: ବିଳମ୍ବିତ ରାତିରେ ମାତିଲେ ଡକାୟତ, ଚୋରି କରିବାକୁ ଆସି ନେଇଗଲେ ଜୀବନ
  • ||

SBI ଏଟିଏମ୍ ଭାଙ୍ଗି ଦୁର୍ବୃତ୍ତ ଚମ୍ପଟ, ଖୋଳି ନେଇଗଲେ ମେସିନ୍

25/08/2022 at 1:50 PM

ଚଣ୍ଡିଖୋଲ ୨୫।୮: ଯାଜପୁର ଜିଲ୍ଲା ଧର୍ମଶାଳା ବ୍ଲକ ଅନ୍ତର୍ଗତ ନେଉଳପୁର ବଜାର ଶାନ୍ତି ମାର୍କେଟ୍ କମ୍ପ୍ଲେସରେ ହୋଇଥିବା ଏସବିଆଇ ଏଟିଏମ୍ ମେସିନକୁ ଖୋଳି ନେଇଯାଇଥିବା ଜଣାପଡିଛି ।

ସୂଚନାଯୋଗ୍ୟ ଯେ, ବୁଧବାର ବିଳମ୍ବିତ ରାତିରେ ଧର୍ମଶାଳା ଥାନା ଅନ୍ତର୍ଗତ ନେଉଳପୁର ଶାନ୍ତି ବଜାର ମାର୍କେଟ୍ କମ୍ପ୍ଲେସରେ ଥିବା ଏସବିଆଇ ଏଟିଏମ୍ ଭାଙ୍ଗି ଦେଇଛନ୍ତି ଚୋର । ଏଟିଏମ୍‌ରୁ ଚୋରି ହୋଇଥିବା ସ୍ଥାନୀୟ ଲୋକେ ଦେଖି ଶାନ୍ତି ବଜାର ମାର୍କେଟ୍ କମ୍ପ୍ଲେକ୍ସର ମାଲିକଙ୍କୁ ଖବର ଦେଇଥିଲେ । ଏହାପରେ ସେ ଆସି ଏଟିଏମ୍ ଥିବା ଘରର ସଟର ଭାଙ୍ଗି ଏଟିଏମ୍‌ ଭଙ୍ଗା ହୋଇଥିବା ଦେଖି ସଙ୍ଗେ ସଙ୍ଗେ ଧର୍ମଶାଳା ପୋଲିସକୁ ଖବର ଦେଇଥିଲେ । ଘଟଣାସ୍ଥଳରେ ଧର୍ମଶାଳା ପୋଲିସ ପହଞ୍ଚି ଚୋରି ହୋଇଥିବା ଏଟିଏମ୍‌ରୁ କିଏ ଏବଂ କେଉଁଭଳି ପରିସ୍ଥିତିରେ ଚୋରି କଲା ସେ ନେଇ ତଦନ୍ତ ଆରମ୍ଭ କରିଛି ।

   Related Posts