ନୂଆପଡା ପତୋରା ଯୋଗେଶ୍ବର ମନ୍ଦିରରୁ ତାଲା ଭାଙ୍ଗି ଲୁଟ୍ କଲେ ଦୁର୍ବୃତ୍ତ

Published By : Prameya-News7 Bureau | November 14, 2018 IST

ନୂଆପଡା ୧୪|୧୧:   ନୂଆପଡା ପତୋରା ଯୋଗେଶ୍ବର ମନ୍ଦିରରୁ ତାଲା ଭାଙ୍ଗି ଲୁଟ୍ ହୋଇଛି । ଦାନବାକ୍ସ ଭାଙ୍ଗି ଟଙ୍କା ଲୁଟି ନେଲେ ଦୁର୍ବୃତ୍ତ । ଏହାସହ ମନ୍ଦିରରେ ଥିବା ଶିବ ଓ ପାର୍ବାତୀଙ୍କ ରୂପା ମୁକୁଟ ମଧ୍ୟ ଚୋରି ହୋଇଥିବା ଜଣାପଡିଛି । ୩ ମୁଖା ପିନ୍ଧା ଦୁର୍ବୃତ୍ତ ଲୁଟ୍‌ କରିଥିବା ଅଭିଯୋଗ ହୋଇଛି । ଘଟଣାସ୍ଥଳରେ ଧରମବନ୍ଧା ପୋଲିସ ପହଞ୍ଚି ସିସିଟିଭି ଫୁଟେଜ୍ ଆଧାରରେ ତଦନ୍ତ ଆରମ୍ଭ କରିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.