କନ୍ଧମାଳ ଟିକାବାଲି ଗୁଡ୍ରି ଗାଁରେ ଡକାୟତି ସହ ବୋମାମାଡ

Published By : Prameya-News7 Bureau | September 30, 2018 IST

କନ୍ଧମାଳ ୩୦|୯: କନ୍ଧମାଳ ଜିଲ୍ଲା ଟିକାବାଲି ଗୁଡ୍ରିଗାଁରେ ଡକାୟତି ହୋଇଛି । ଜଣେ ବ୍ୟବସ।ୟୀଙ୍କ ଘରେ ପଶି ନଗଦ ୩ ଲକ୍ଷ ଟଙ୍କା ଓ ୩ଶହ ଗ୍ରାମର ସୁନା ଅଳଙ୍କାର ଲୁଟି ନେଇଛନ୍ତି ଦୁର୍ବୃତ୍ତ । ପ୍ରାୟ ୭ ଓ ୮ଜଣ ଡକାୟତ ମୁଖା ପିନ୍ଧି ଖଣ୍ଡା, ଭୁଜାଲି ଦେଖାଇ ବ୍ୟବସାୟୀ କେମ୍ପା ସାହୁଙ୍କ ଘରେ ପଶି ଭୟଭୀତ କରିଥିଲେ । ଏହାପରେ ନଗଦ ଟଙ୍କା ସହ ସୁନା ଅଳଙ୍କାର ଲୁଟି ନେଇଥିଲେ । ଗଲାବେଳେ ଲେ।କଙ୍କୁ ଭୟଭୀତ କରିବା ପାଇଁ ବେ।ମାମାଡ ମଧ୍ୟ କରିଥିଲେ । ଏକ ବେ।ଲେରେ। ଗ।ଡିରେ ଡକାୟତ ଆସିଥିବା କହିଛନ୍ତି ଲୁଟ୍ ର ଶିକାର ହେ।ଇଥିବା ବ୍ୟବସ।ୟୀ । ଏନେଇ ଟିକାବାଲି ଥାନାରେ ଏତଲା ଦିଆଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.