vridhi excotica
ori homes
vridhi excotica
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପୂର୍ବ ୟୁକ୍ରେନରେ ଋଷର ଘନଘନ ଆକ୍ରମଣ, ଲୁହାଂସ୍କକୁ କବଜା କଲା ପୁଟିନ ସେନା
  • ||
  • ସେୟାର ବଜାରରେ ଉତ୍ସାହ : ଆରମ୍ଭରୁ ସବୁଜ ରଙ୍ଗରେ ଖୋଲିଲା ସେନସେକ୍ସ ଓ ନିଫ୍ଟି
  • ||
  • ‘ଶିବସେନାକୁ ଶେଷ କରିବାକୁ ଚାହୁଁଚି ବିଜେପି’ : ଗୁରୁତର ଅଭିଯୋଗ ଆଣିଲେ ଉଦ୍ଧବ
  • ||
  • କାହିଁକି ମ୍ୟାଚରେ ପଛେଇଗଲା ଭାରତ ? କାରଣ କହିଲେ ବ୍ୟାଟିଂ କୋଚ୍
  • ||
  • ଭୂମିକମ୍ପରେ ଥରିଲା ଆଣ୍ଡାମାନ-ନିକୋବର, ରିକ୍ଟର ସ୍କେଲରେ ତୀବ୍ରତା ୫.୦
  • ||
  • ଲଘୁଚାପ ପ୍ରଭାବରେ ୪ ଦିନ ପ୍ରବଳ ବର୍ଷା, ଅଧିକ ଭିଜିବ ଏହି ସବୁ ଜିଲ୍ଲା
  • ||
  • ବୁମରାହଙ୍କ ପଡିଆ ଛାଡିବା ଟିମ୍‌କୁ ପଡିଲା ମହଙ୍ଗା, ଦୁଇଟି ରିଭ୍ୟୁ ବରବାଦ କଲେ ପନ୍ତ
  • ||

କନ୍ଧମାଳ ଟିକାବାଲି ଗୁଡ୍ରି ଗାଁରେ ଡକାୟତି ସହ ବୋମାମାଡ

30/09/2018 at 9:30 AM

କନ୍ଧମାଳ ୩୦|୯: କନ୍ଧମାଳ ଜିଲ୍ଲା ଟିକାବାଲି ଗୁଡ୍ରିଗାଁରେ ଡକାୟତି ହୋଇଛି । ଜଣେ ବ୍ୟବସ।ୟୀଙ୍କ ଘରେ ପଶି ନଗଦ ୩ ଲକ୍ଷ ଟଙ୍କା ଓ ୩ଶହ ଗ୍ରାମର ସୁନା ଅଳଙ୍କାର ଲୁଟି ନେଇଛନ୍ତି ଦୁର୍ବୃତ୍ତ । ପ୍ରାୟ ୭ ଓ ୮ଜଣ ଡକାୟତ ମୁଖା ପିନ୍ଧି ଖଣ୍ଡା, ଭୁଜାଲି ଦେଖାଇ ବ୍ୟବସାୟୀ କେମ୍ପା ସାହୁଙ୍କ ଘରେ ପଶି ଭୟଭୀତ କରିଥିଲେ । ଏହାପରେ ନଗଦ ଟଙ୍କା ସହ ସୁନା ଅଳଙ୍କାର ଲୁଟି ନେଇଥିଲେ । ଗଲାବେଳେ ଲେ।କଙ୍କୁ ଭୟଭୀତ କରିବା ପାଇଁ ବେ।ମାମାଡ ମଧ୍ୟ କରିଥିଲେ । ଏକ ବେ।ଲେରେ। ଗ।ଡିରେ ଡକାୟତ ଆସିଥିବା କହିଛନ୍ତି ଲୁଟ୍ ର ଶିକାର ହେ।ଇଥିବା ବ୍ୟବସ।ୟୀ । ଏନେଇ ଟିକାବାଲି ଥାନାରେ ଏତଲା ଦିଆଯାଇଛି ।

   Related Posts