ChampionMaganna_WebBanner_728X90
ChampionMaganna_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ହାୱଡ଼ା ଏକ୍ସପ୍ରେସ୍‌ରେ ଅଗ୍ନିକାଣ୍ଡ: କୋଲକାତା ଫେରୁଥିବା ବେଳେ ଏସି କୋଚ୍‌ରେ ଲାଗିଲା ନିଆଁ
  • ||
  • ଆନନ୍ଦପୁର : ବାଇକକୁ ପଛପଟୁ ପିଟିଲା କାର୍‌, ଦୁଗ୍ଧ ବିକ୍ରି କରିବାକୁ ବାହାରିଥିଲେ ରବିନ୍ଦ୍ର
  • ||
  • ଓସ୍କାର ବିଜେତା ଗାୟିକା ଆଇରିନ କାରାଙ୍କ ଦେହାନ୍ତ, ୬୩ ବର୍ଷରେ ଦୁନିଆକୁ କହିଲେ ଅଲବିଦା
  • ||
  • IND vs NZ : ବର୍ଷାରେ ଧୋଇଗଲା ମ୍ୟାଚ୍, ୨ ଦିନିକିଆ ବାତିଲ
  • ||

ଘର ମାଲିକଙ୍କୁ ଆକ୍ରମଣ କରି ସୁନାଗହଣା ଲୁଟିନେଲେ ଦୁର୍ବୃତ୍ତ

2/07/2019 at 2:41 PM

ବ୍ରହ୍ମପୁର ୨|୭: ବ୍ରହ୍ମପୁର  ସଦର ଥାନା ଅନର୍ଗତ ବିଜୟ ବିହାର ଅଂଚଳ ନିକଟ ସିଦ୍ଦାର୍ଥନଗର ବ୍ୟାଙ୍କ କଲୋନୀରେ ଡକାୟତି ହୋଇଛି । ଘରେ ପଶି  ଘର ମାଲିକ ଏମ୍ କନକ ରାଓଙ୍କୁ ଆକ୍ରମଣ  ଲୁଟ୍ କରିଛନ୍ତି ଦୁର୍ବୃତ୍ତ। ୧୦ ଭରି ସୁନା ଏବଂ ଅନ୍ୟାନ୍ୟ ସାମଗ୍ରୀ ଲୁଟି ନେଇଛନ୍ତି ଲୁଟେରା । ଖବର ପାଇ ଘଟଣାସ୍ଥଳରେ ବ୍ରହ୍ମପୁର ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଏପର୍ଯ୍ୟନ୍ତ ଲୁଟେରାମାନଙ୍କର ଖୋଜ ଖବର ମିଳିପାରିନାହିଁ ।

   Related Posts