scan steel
web-baneer-728x90
WhatsApp Image 2023-12-06 at 12.52.17
728x90-banner-17.2.24jpg
Untitled-1 copy (1)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

ରାଜଧାନୀରୁ ୧୧ ମାସର ଶିଶୁକୁ ଅପହରଣ, ମା’ କୋଳରୁ ଛଡ଼ାଇ ନେଲେ ଦୁର୍ବୃତ୍ତ

19/12/2023 at 5:55 PM

ଭୁବନେଶ୍ବର ୧୯।୧୨: ରାଜଧାନୀରୁ ୧୧ ମାସର ଶିଶୁକୁ ଅପହରଣ । ଭୁବନେଶ୍ବର ପଟିଆ ଷ୍ଟେସନ ନିକଟରୁ ଅପହରଣ ହେଲା ଶିଶୁ । ମା’ ଧରିଥିବା ବେଳେ ଛଡ଼ାଇ ନେଲେ ଦୁର୍ବୃତ୍ତ । ଧଳା ରଙ୍ଗର କାର୍‌ରେ ଦୁର୍ବୃତ୍ତ ନେଇଯାଇଛନ୍ତି । ଏ ନେଇ ଅଭିଯୋଗ ପରେ କମିଶନରେଟ୍ ପୋଲିସ ମାରାଥନ୍ ସର୍ଚ୍ଚ ଅପରେସନ ଆରମ୍ଭ କରିଛି । ସବୁ ଛକରେ ବ୍ଲକିଂ ସହ ବିଭିନ୍ନ ଧଳା ଗାଡ଼ିର ଯାଞ୍ଚ ହେଉଛି । ମଞ୍ଚେଶ୍ୱର ଥାନା ପୋଲିସ ତଦନ୍ତ ଆରମ୍ଭ କରିଛି ।

You Can Read :

   Related Posts