ଜର୍ଦ୍ଦା ବ୍ୟବସାୟୀଙ୍କୁ ଗୁଳିମାଡ, ସୁନା ଚେନ୍ ଲୁଟିବାରେ ବିଫଳ ଲୁଟେରା କଲେ ଗୁଳିମାଡ
5/10/2019 at 3:56 PM

ବାଲେଶ୍ବର ୫।୧୦: ଜର୍ଦ୍ଦା ବ୍ୟବସାୟୀଙ୍କୁ ଗୁଳିମାଡ । ବାଲେଶ୍ବର ଶେରଗଡ ଛକରେ ଜର୍ଦ୍ଦା ବ୍ୟବସାୟୀଙ୍କୁ ଗୁଳିମାଡ ହୋଇଛି । ବ୍ୟବସାୟୀଙ୍କ ଡାହାଣ ହାତରେ ବାଜିଛି ଗୁଳି । ଆହତ ବ୍ୟବସାୟୀ ହେଉଛନ୍ତି ବାସୁ ରାଉତ । ଆହତ ବ୍ୟବସାୟୀଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି ।

ସୁନା ଚେନ୍ ଲୁଟିବାରେ ବିଫଳ ହେବାରୁ ଲୁଟେରାମାନେ ଗୁଳିମାଡ କରିଥିବା ଜଣାପଡିଛି । ବାଇକ୍ରେ ଦୁଇ ଜଣ ଦୁର୍ବୃତ୍ତ ଆସିଥିଲେ ।
Related Posts
କଳିଙ୍ଗା ଡିଏଭି ସ୍କୁଲ ନିକଟରେ ଓଲଟିଲା ସ୍ୱିଫ୍ଟ୍ କାର, ୩ ଆହତ
9 August 2022
ମଦ ବେପାରକୁ ବିରୋଧ କରିବାରୁ ଅପହରଣ ଅଭିଯୋଗ, ଥାନା ଘେରିଲେ ଲୋକେ
9 August 2022