ତାଳଚେର ବିଧାୟକଙ୍କ ଗାଡି ପୋଡିଦେଲେ ଦୁର୍ବୃତ୍ତ
19/08/2019 at 8:21 AM

ଭୁବନେଶ୍ବର ୧୯|୮: ବିଧାୟକଙ୍କ ଗାଡି ପୋଡି ଦେଲେ ଦୁର୍ବୃତ୍ତ । ତାଳଚେର ବିଧାୟକ ବ୍ରଜ କିଶୋର ପ୍ରଧାନଙ୍କ ଗାଡି କେହି ଦୁର୍ବୃତ୍ତ ପୋଡି ଦେଇଥିବା ଅଭିଯୋଗ ହୋଇଛି । ଭୁବନେଶ୍ବର ସ୍ଥିତ ବାସଭବନରେ ବିଧାୟକଙ୍କ ୨ଟି କାର୍ ଏବଂ ଗୋଟିଏ ବାଇକ୍ ପୋଡି ଦେଇଛନ୍ତି ଦୁର୍ବୃତ୍ତ ।

ଗତକାଲି ବିଳମ୍ବିତ ରାତିରେ ଦୁର୍ବୃତ୍ତ ଗାଡି ପୋଡି ଦେଇଥିବା ଜଣାପଡିଛି । ତେବେ ଗାଡି ପୋଡିବାର ପ୍ରକୃତ କାରଣ ଜଣା ପଡିନାହିଁ । ଘଟଣାସ୍ଥଳରେ କ୍ୟାପିଟାଲ ଥାନା ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।
Related Posts
କଳିଙ୍ଗା ଡିଏଭି ସ୍କୁଲ ନିକଟରେ ଓଲଟିଲା ସ୍ୱିଫ୍ଟ୍ କାର, ୩ ଆହତ
9 August 2022
ମଦ ବେପାରକୁ ବିରୋଧ କରିବାରୁ ଅପହରଣ ଅଭିଯୋଗ, ଥାନା ଘେରିଲେ ଲୋକେ
9 August 2022