vridhi excotica
ori homes
vridhi excotica
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କଟକ : ପ୍ରକାଶ ପାଇଲା ଚଳିତ ବର୍ଷର ମାଟ୍ରିକ୍ ପରୀକ୍ଷା ଫଳ, ମୋଟ୍ ପାସ୍ ହାର ୯୦.୫୫ ପ୍ରତିଶତ
  • ||
  • ରାଉରକେଲା : ଷ୍ଟିଲ ସିଟିରେ ୩୧୧ କୋଟିର GST ଠକେଇ, ବନ୍ଧାହେଲେ ୫ ବ୍ୟବସାୟୀ
  • ||
  • ରାଜ୍ୟରେ ବଢୁଛି କରୋନା ଗ୍ରାଫ୍, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୪୦୧ କୋଭିଡ୍ ପଜିଟିଭ୍
  • ||
  • ଘରୋଇ ଗ୍ୟାସ୍ ସିଲିଣ୍ଡର ହେଲା ମହଙ୍ଗା, ସିଲିଣ୍ଡର ପିଛା ବଢିଲା ୫୦ ଟଙ୍କା
  • ||
  • ଷ୍ଟିଲ ସିଟିରେ ୩୧୧ କୋଟିର GST ଠକେଇ, ବନ୍ଧାହେଲେ ୫ ବ୍ୟବସାୟୀ
  • ||
  • ଭୁବନେଶ୍ୱର : ରଶ୍ମିରେଖାଙ୍କ ପୁରୁଷବନ୍ଧୁଙ୍କ ଆତ୍ମହତ୍ୟା, ରାଉରକେଲାରୁ ମିଳିଲା ଝୁଲନ୍ତା ମୃତଦେହ
  • ||

ଯାଁଳା ୟୁକୋ ବ୍ୟାଙ୍କ ଏଟିଏମ୍‌ରୁ ଦୁର୍ବୃତ୍ତଙ୍କ ଲୁଟ୍ ଉଦ୍ୟମ ପଣ୍ଡ

16/09/2018 at 9:59 AM

ଭୁବନେଶ୍ବର ୧୬|୯: ଭୁବନେଶ୍ବର ନିକଟସ୍ଥ ଯାଁଳା ୟୁକୋ ବ୍ୟାଙ୍କ ଏଟିଏମ୍ ରୁ ଦୁର୍ବୃତ୍ତଙ୍କ ଲୁଟ୍ ଉଦ୍ୟମ ପଣ୍ଡ ହୋଇଛି । ଗତକାଲି ବିଳମ୍ବିତ ରାତିରେ କିଛି ଦୁର୍ବୃତ୍ତ ଏଟିଏମର ସଟର ତାଲା କାଟିବା ସହ ମେସିନକୁ ଶାବଳରେ ଭାଙ୍ଗି ବାକୁ ଉଦ୍ୟମ କରିଥିଲେ । ଉଦ୍ୟମ ପରେ ମଧ୍ୟ ଏଟିଏମ୍ ରୁ ଟଙ୍କା ନେଇପାରିନଥିଲେ ଲୁଟେରା । ବିଫଳ ହୋଇ ସେମାନେ ଫେରାର ହୋଇଯାଇଥିଲେ । ଘଟଣାସ୍ଥଳରେ ପୋଲିସ ପହଞ୍ଚିଚି । ଏଟିଏମର ସିସିଟିଭିକୁ ଯାଞ୍ଚ କରାଯିବା ପରେ ଏନେଇ ଅଧିକ ତଦନ୍ତ କରିବ ପୋଲିସ ।

   Related Posts