କଳାହାଣ୍ଡି ୧୪।୬: ଏଟିଏମ୍ ଭାଙ୍ଗି ଟଙ୍କା ଲୁଟ୍ ଉଦ୍ୟମ । କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ସହର କେସିଙ୍ଗା ରାସ୍ତାରେ ଥିବା ବୁଲେଟ ସୋ’ ରୁମ୍ ନିକଟରେ ଏସବିଆଇର ଏକ ଏଟିଏମ୍ ରହିଛି ।
{"id":803168,"sizeSlug":"full","linkDestination":"none"}ବୁଧବାର ବିଳମ୍ବିତ ରାତିରେ ଦୁଇ ଜଣ ଦୁର୍ବୃତ୍ତ ଉକ୍ତ ଏଟିଏମ୍କୁ ଭାଙ୍ଗି ଟଙ୍କା ଲୁଟ୍ ଉଦ୍ୟମ କରୁଥିବା ସୂଚନା ମିଳିଛି । ଲୁଟ୍ ଉଦ୍ୟମ ସମୟରେ ଦୁଇ ଜଣଙ୍କ କାର୍ଯ୍ୟକଳାପ ଏଟିଏମ୍ରେ ଲାଗିଥିବା ସିସିଟିଭିରେ କଏଦ ହୋଇଥିବା ବେଳେ ଟାଉନ ଥାନା ପୋଲିସ ତଦନ୍ତ କରୁଥିବା ସୂଚନା ମିଳିଛି ।
You Can Read :
wp:embed {"url":"https://www.prameyanews7.com/suspence-arises-young-lady-case-in-udala/","type":"wp-embed","providerNameSlug":"prameya-news-7"} /wp:embed