oroinfra
maganna
anutap
FileReOpen
TASTEtheBEST
EVOS_WebBanner_728X90
oroinfra
ChampionMaganna_WebBanner_728X90
Anutap_WebBanner_728X90
FileReOpen_WebBanner_728X90
TASTEtheBEST_WebBanner_728X90
EVOS_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଉପର ତଳ ଦୈନିକ ସଂକ୍ରମଣ, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୨୦୬ କୋଭିଡ୍ ପଜିଟିଭ୍
  • ||
  • ପିଏଫଆଇ ଉପରେ ଲାଗିଲା ୫ ବର୍ଷ ପାଇଁ ପ୍ରତିବନ୍ଧକ, ଆତଙ୍କବାଦୀ କାର୍ଯ୍ୟକଳାପ ନେଇ କାର୍ଯ୍ୟାନୁଷ୍ଠାନ
  • ||
  • ଯାଜପୁର: ମାଆ ବିରଜାଙ୍କ ପୀଠରେ ଚାଲିଛି ନବଦିନାତ୍ମକ ପୂଜା, ସନ୍ଧ୍ୟାରେ ରଥଟଣା
  • ||
  • ଜଗତସିଂହପୁର: ନବରାତ୍ରର ତୃତୀୟ ଦିନ, ମନ୍ତ୍ରଧ୍ୱନୀ ଓ ଚଣ୍ଡୀପାଠରେ କମ୍ପୁଛି ଝଙ୍କଡ଼ ପୀଠ
  • ||
  • କଟକ : କଟକ ସହରରେ ପଶିଲେ ୩ ହାତୀ, ଆକ୍ରମଣରେ ୨ ମୃତ
  • ||

ଅଟୋ ଚାଳକଙ୍କୁ ଅପହରଣ ବେଳେ ଉଦ୍ଧାର କଲା ପୋଲିସ, ଅପହରଣକାରୀ ଫେରାର

3/02/2021 at 10:09 AM

ପଟ୍ଟାମୁଣ୍ଡାଇ ୩।୨: ଅଟୋ ଚାଳକଙ୍କୁ ଅପହରଣ କରି ନେଉଥିବା ବେଳେ ଉଦ୍ଧାର କଲା ପୋଲିସ । ଅଟୋ ଚାଳକଙ୍କୁ ଉଠାଇ ନେବା ସହିତ ନିସ୍ତୁକ ମାଡ ମାରିଛନ୍ତି ଦୁର୍ବୃତ୍ତ । ଅପହୃତ ଚାଳକଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ମେଡିକାଲରେ ଭର୍ତ୍ତି କରାଯାଇଛି ।

ସୂଚନାଯୋଗ୍ୟ ଯେ, କେନ୍ଦ୍ରାପଡା ଜିଲ୍ଲା ଗୁପ୍ତି ପଞ୍ଚାୟତ ସିଙ୍ଗଡାପାଳ ଗାଁର ଅଟୋ ଚାଳକ ଅମାଲ ଗାଇନଙ୍କୁ ଉଠାଇ ନେବା ସହିତ ନିସ୍ତୁକ ମାଡ ମାରିଛନ୍ତି ଦୁର୍ବୃତ୍ତ । ନିଜ ଅଟୋ ନେଇ ଯାଉଥିବା ବେଳେ ବଧି ଛକ ନିକଟରୁ ଉଠାଇ ନେଇଥିବା ସୂଚନା ମିଳିଛି । ପୋଲିସକୁ ଦେଖି ଅପହରଣକାରୀ ଖସି ଯାଇଥିବା ବେଳେ ଅପହୃତ ଯୁବକଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ଚିକିତ୍ସା ପାଇଁ ମେଡିକାଲ ପଠାଇଛି ରାଜନଗର ପୋଲିସ ।

   Related Posts