ଚିପ୍ସ ବୋଝେଇ ଟ୍ରକ ଜାଳିଦେଲେ ଦୁର୍ବୃତ୍ତ
20/05/2018 at 7:04 AM

ଚିପ୍ସ ବୋଝେଇ ଟ୍ରକ ଜାଳିଦେଲେ ଦୁର୍ବୃତ୍ତ । ବଂନ୍ଧୁଗାଁ ଥାନା ଟିକରପଡାର ଘଟଣା । ବିଳମ୍ବିତ ରାତିରେ ୧୦ ଜଣ ଦୁର୍ବୁତ୍ ଗାଡି ଅଟକାଇ ଡ୍ରାଇଭରକୁ ମାଡ ମାରିବା ସହ ,ଗାଡିରେ ନିଆଁ ଲଗାଇ ଦେଇଥିଲେ । ଟ୍ରକଟି ଆନ୍ଧ୍ରପ୍ରଦେଶର ବୋଲି ଜଣାପଡିଛି । ଗାଡି ନଂ ହେଉଛି- AP 04 w 0075 । ପାର୍ବତିପୁରରୁ ବଂନ୍ଧୁଗାଁ ଟିକରପଡା ଗାଁକୁ ଆସୁଥିଲା ଟ୍ରକ୍ । ତେବେ ଦୁର୍ବୃତ୍ତମାନେ କାହିଁକି ଟ୍ରକକୁ ପୋଡିଛନ୍ତି ତାହା ଜଣାପଡିନାହିଁ । ଘଟଣା ସ୍ଥଳରେ ପୋଲି ପହଞ୍ଚି ତଦନ୍ତ ଆରମ୍ଭ ।
Related Posts
କମିଲା ପଶ୍ଚିମାଝଡ଼ ପ୍ରଭାବ, ରବିବାରଠୁ ବଢିବ ତାତି
2 April 2023