ନବରଙ୍ଗପୁର ୧୯/୧୧: ତୁମ୍ବରଲା ଉତ୍କଳ ଗ୍ରାମ୍ୟ ବ୍ୟାଙ୍କ କେସିଅରଙ୍କଠାରୁ ୫ଲକ୍ଷ ଟଙ୍କାର ଲୁଟ ଉଦ୍ୟମ ପଣ୍ଡ ହୋଇଛି।
{"id":186803,"width":584,"height":428,"sizeSlug":"large"}ନବରଙ୍ଗପୁର ଏସବିଆଇ ବ୍ୟାଙ୍କରୁ ଟଙ୍କା ଉଠାଇ ନେବା ସମୟରେ ସହରର ମଧ୍ୟ ଭାଗରେ ଟଙ୍କାଭରା ବ୍ୟାଗଟିକୁ କଳା ପଲସର ଗାଡ଼ିରେ ଦୁଇ ଜଣ ଦୁର୍ବୃତ୍ତ ଆସି ଝାମ୍ପି ନେବାକୁ ଚେଷ୍ଟା କରିଥିଲେ କିନ୍ତୁ କେସିଅର ସନ୍ତୋଷ ମହନ୍ତଙ୍କ ସାହସ କାରଣରୁ ଟଙ୍କା ନେବାରେ ସଫଳ ହୋଇପାରିନଥିଲେ ଦୁର୍ବୃତ୍ତ ।