oroinfra
maganna
anutap
FileReOpen
TASTEtheBEST
EVOS_WebBanner_728X90
oroinfra
ChampionMaganna_WebBanner_728X90
Anutap_WebBanner_728X90
FileReOpen_WebBanner_728X90
TASTEtheBEST_WebBanner_728X90
EVOS_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଇରାନ ବିମାନରେ ବୋମା ଆତଙ୍କ ପରେ ହାଇଆଲର୍ଟ, ଦିଲ୍ଲୀରେ ଅବତରଣ ଲାଗି ମିଳିଲାନି ଅନୁମତି
  • ||
  • ନଭେମ୍ବର ୩ରେ ଧାମନଗର ଉପନିର୍ବାଚନ, ଅକ୍ଟୋବର ୭ରେ ପ୍ରକାଶ ପାଇବ ବିଜ୍ଞପ୍ତି
  • ||
  • ଉତ୍ତରପ୍ରଦେଶ: ଦୁର୍ଗାପୂଜା ପେଣ୍ଡାଲରେ ଲାଗିଲା ନିଆଁ, ୫ ମୃତ ଓ ଅନେକ ଗୁରୁତର
  • ||
  • ରାଜ୍ୟରେ ଉପର ତଳ ଦୈନିକ ସଂକ୍ରମଣ, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୬୭ କୋଭିଡ୍ ପଜିଟିଭ୍
  • ||
  • ଭୁବନେଶ୍ୱର: ମଣ୍ଡପରେ ପୂଜା ପାଉଛନ୍ତି ଦୁର୍ଗତିନାଶିନୀ, ପୀଠରେ ମହାନବମୀ ପୂଜା
  • ||
  • ଭୁବନେଶ୍ୱର : ସୋମବାରଠୁ ପ୍ରବଳ ବର୍ଷା, ୮ ପରେ ପୁଣି ଏକ ଘୂର୍ଣ୍ଣିବଳୟ
  • ||
  • ବରଗଡ଼ : ପଦ୍ମପୁର ବିଧାୟକଙ୍କ ପରଲୋକ, ୬୪ ବର୍ଷରେ ଆଖିବୁଜିଲେ ବିଜୟ ରଞ୍ଜନ ସିଂ ବରିହା
  • ||

ପୂର୍ବତନ ବିଜେଡି ବିଧାୟକ ଦେବେନ୍ଦ୍ର କହଁରଙ୍କ ନାଁରେ ଅସଦାଚରଣ ଅଭିଯେ।ଗ

5/09/2018 at 12:49 AM

କନ୍ଧମାଳ ୦୪/୦୯ : ପୂର୍ବତନ ବିଜେଡି ବିଧାୟକ ଦେବେନ୍ଦ୍ର କହଁରଙ୍କ ନାଁରେ ସଙ୍ଗୀନ୍ ଅଭିଯେ।ଗ । ଅସଦାଚରଣ ଅଭିଯେ।ଗ ଆଣିଲେ କନ୍ଧମାଳ ଜିଲ୍ଲା ଗଉହପଡା ଅଞ୍ଚଳର ଜଣେ ଯୁବତୀ । ସେ।ମବାର ବିଳମ୍ବିତ ରାତିରେ ଦେବେନ୍ଦ୍ର କହଁର ଏବଂ ତାଙ୍କ ଡ୍ରାଇଭର ରିଙ୍କୁ ସାହୁ ସଂପୃକ୍ତ ଯୁବତୀଙ୍କ ଘରେ ପଶି ତାଙ୍କୁ ଅସଦାଚରଣ କରିବା ସହ ନିସ୍ତୁକ ମାଡ ମାରିଥିବା ଅଭିଯେ।ଗ ହେ।ଇଛି । ଏମିତିକି ଥାନାକୁ ଗଲେ ଜୀବନରୁ ମାରିଦେବାକୁ ଧମକ୍ ଦେଇଥିବା କହିଛନ୍ତି ପୀଡିତା । ମାଡରେ ଯୁବତୀ ଜଣକ ଗୁରୁତର ଆହତ ହେ।ଇଥିବା ବେଳେ ଏନେଇ ସଦର ଥାନାରେ ଲିଖିତ ଅଭିଯେ।ଗ କରିଛନ୍ତି । ତେବେ ଦେବେନ୍ଦ୍ର କଅଁରଙ୍କ ସହିତ ତାଙ୍କର କଣ ସମ୍ପର୍କ ଥିଲା । କଣ ପାଇଁ ସେ ଯୁବତୀଙ୍କୁ ମାଡ ମାରିଛନ୍ତି ତାହା ଅସ୍ପଷ୍ଟ ରହିଛି । ଅନ୍ୟପଟେ ପୂର୍ବତନ ବିଧାୟକଙ୍କ ବିରୋଧରେ 451-294-328-354-506 ଓ 34 ଧାରାରେ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି ପେ।ଲିସ୍ ।

   Related Posts