ପୁଣି ନାବାଳିକାକୁ ଦୁଷ୍କର୍ମ ଅଭିଯୋଗ
1/05/2018 at 6:19 AM

କେନ୍ଦ୍ରାପଡା ବୀରଭଦ୍ରପୁର ଗାଁ ନିକଟରେ ନାବାଳିକାଙ୍କୁ ରାସ୍ତାରୁ ଉଠାଇ ନେଇ ଦୁଷ୍କର୍ମ ଅଭିଯୋଗ
ଵାଲା ପୂର୍ବକ ନାବାଳିକାଙ୍କୁ ଉଠାଇ ନେଇ ମୁହଁରେ କପଡା ବାନ୍ଧି ନାବାଳିକାକୁ ଦୁଷ୍କର୍ମ କରାଯାଇଛି
ପୀଡିତାଙ୍କ ବାପାଙ୍କ ଅଭିଯୋଗ ଭିତ୍ତିରେ ଅଭିଯୁକ୍ତ ଆକାଶ ଜେନାକୁ ଅଟକ ରଖିଛି ପୋଲିସ
ଘଟଣାକୁ ନେଇ ସ୍ଥାନୀୟ ଅଂଚଳରେ ଉତ୍ତେଜନା ଦେଖାଯାଇଛି
ଅଭିଯୁକ୍ତ ଆକାଶ ଜେନା ପୀଡିତାଙ୍କ ସମ୍ପର୍କୀୟ ଭିଣେଇ
Related Posts
ଗାଧେଇବା ବେଳେ ନଦୀରେ ବୁଡ଼ି ବୃଦ୍ଧାଙ୍କ ମୃତ୍ୟୁ
5 July 2022