ନାବାଳିକା ବଳାତ୍କାରୀଙ୍କୁ କଠୋର ଶାସ୍ତି
1/05/2018 at 5:14 AM

କେନ୍ଦ୍ର ସରକାର ଆଣିବାକୁ ଯାଉଥିବା ଏହି ନୂଆ ଅଧ୍ୟାଦେଶ ପରେ ସାଲେପୁର ଦୁଷ୍କର୍ମ ଘଟଣାକୁ ପ୍ରଥମ ମାମଲା ଭାବେ ଗ୍ରହଣ କରିଛି କ୍ରାଇମ ବ୍ରାଞ୍ଚ …. POCSO ଆଇନରେ ସଂଶୋଧନ କରି ଆଇପିସି ର ଧାରା ୩୭୬ A, B ଅନୁଯାୟୀ ଚାଟିଙ୍ଗ ସିଟ ପ୍ରସ୍ତୁତ ହେବ ବୋଲି ସୂଚନା ଦେଇଛନ୍ତି କ୍ରାଇମ ବ୍ରାଞ୍ଚ ଏଡିଜି