ଗଜପତି ଜିଲ୍ଲାରେ ନାବାଳିକାଙ୍କୁ ଦୁଷ୍କର୍ମ ଅଭିଯେ।ଗ

Published By : Prameya-News7 Bureau | August 12, 2018 IST

ନାବାଳିକାକୁ ଦୁଷ୍କର୍ମ କରିଥିବା ଅଭିଯୋଗ । ଗଜପତି ମୋହନା ବ୍ଲକ ଅଡବା ଥାନା ଡେକାପଙ୍କା ଗାଁର ଘଟଣା । ସେହି ଗାଁର ଯୁବକ ଏନ୍ତେରିୟ ପରିଚ୍ଛା ନାବାଳିକାକୁ ଦୁଷ୍କର୍ମ କରିଥିବା ଅଭିଯେ।ଗ ହେ।ଇଛି । ନାବାଳିକା ଜଣକ ଗତକାଲି ପାଣିଗଣ୍ଠା ହାଟରୁ ଗାଁକୁ ଫେରୁଥିବାବେଳେ ସଂପୃକ୍ତ ଯୁବକ ଦୁଷ୍କର୍ମ କରିଥିବା ଅଭିଯେ।ଗ ହେ।ଇଛି । ଏନେଇ ଥାନାରେ ଅଭିଯେ।ଗ କରିଛନ୍ତି ପରିବାର ଲେ।କେ । ଘଟଣାର ତଦନ୍ତ ଆରମ୍ଭ କରିଛି ପେ।ଲିସ ।ତେବେ ସୂଚନାଯୋଗ୍ୟ ଅଭିଯୁକ୍ତ ଜଣକ ପୀଡିତା ନାବାଳିକାଙ୍କ ସମ୍ପର୍କୀୟ ମାମୁଁ ବୋଲି ଜଣାପଡିଛି |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.