୧୧ ବର୍ଷର ନାବାଳିକା ଉଦ୍ଧାର, ଘରେ ରଖି କାମ କରାଇବା ସହ ମାଡ ମରାଯାଇଥିବା ଅଭିଯୋଗ

Published By : Prameya-News7 Bureau | December 15, 2020 IST

ରାଉରକେଲା ୧୫।୧୨: ବଜାରରେ ବୁଲୁଥିବା ବେଳେ ୧୧ବର୍ଷର ନାବାଳିକାଙ୍କୁ ଉଦ୍ଧାର କରାଯାଇଛି । ରାଉରକେଲା ଝିରପାଣି ଥାନା ଜଗଦା ଅଞ୍ଚଳରୁ ନାବାଳିକାଙ୍କୁ ଉଦ୍ଧାର କରାଯାଇଛି ।

ସୋମବାର ରାତିରେ ରାଉରକେଲା ଜଗଦା ବଜାରରୁ ଉଦ୍ଧାର କରିଛନ୍ତି ସ୍ଥାନୀୟ ଲୋକେ । ଘରେ ରଖି କାମ କରାଇବା ସହ ମାଡ ମରାଯାଇଥିବା ନାବାଳିକା ଜଣଙ୍କ ଅଭିଯୋଗ କରିଛନ୍ତି । ନାବାଳିକାଙ୍କୁ ହେପାଜତରେ ରଖି ଝିରପାଣି ପୋଲିସ ତଦନ୍ତ ଆରମ୍ଭ କରିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.