Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, odisha news,khabar odisha,news in oriya

ପ୍ରମୁଖ ଖବର
  • ରାହୁଲ ଗାନ୍ଧୀଙ୍କୁ ଅଯୋଗ୍ୟ ଘୋଷଣା କରିବା ପ୍ରତିବାଦରେ ବିକ୍ଷୋଭ କରୁଥିଲେ କଂଗ୍ରେସ ନେତା; ଉଠାଇନେଲା ଦିଲ୍ଲୀ ପୁଲିସ
  • ||
  • ଭାରତରେ ସମସ୍ତ ଇଞ୍ଜିନିୟରିଂ ଟିମ୍‌କୁ ଛଟେଇ କଲା GitHub; ୧୪୦ ଇଞ୍ଜିନିୟର ହେବେ ପ୍ରଭାବିତ
  • ||
  • ସୁପ୍ରିମକୋର୍ଟଙ୍କୁ କେନ୍ଦ୍ର ସରକାରଙ୍କ ସୂଚନା; ୟୁକ୍ରେନ୍ ଫେରନ୍ତା ଡାକ୍ତରୀ ଛାତ୍ରଙ୍କୁ MBBS ପରୀକ୍ଷା ପାସ୍ କରିବାକୁ ମିଳିବ ଥରେ ସୁଯୋଗ, ଦୁଇ ବର୍ଷ ଇଣ୍ଟର୍ଣ୍ଣସିପ୍ ବାଧ୍ୟତାମୁଳକ
  • ||
  • ଭଦ୍ରକ: ଶ୍ରୀରାମନବମି ପାଇଁ ମହିଳା ଶ୍ରଦ୍ଧାଳୁଙ୍କ ବିଶାଳ କଳଶ ଶୋଭାଯାତ୍ରା
  • ||
  • ପାଟଣା: ଅଟେଇ ସଂରକ୍ଷିତ ଜଙ୍ଗଲରୁ ଧରାପଡ଼ିଲେ ଧନୁତୀରଧାରୀ ୯ ଶୀକାରି
  • ||
  • ମେକ୍ସିକୋରେ ପ୍ରବାସୀ ଥଇଥାନ କେନ୍ଦ୍ରରେ ଭୟଙ୍କର ଅଗ୍ନିକାଣ୍ଡ; ୩୯ ମୃତ, ଏକାଧିକ ଆହତ
  • ||
  • ସୁନ୍ଦରଗଡ : ଆୟକର ଫାଙ୍କିବା ଅଭିଯୋଗ, ସୁନ୍ଦରଗଡ ସହରର ବିଭିନ୍ନ ସ୍ଥାନରେ ଚଢାଉ
  • ||
  • ବାଲେଶ୍ବର : ଅନ୍ବେଷା ଇନ୍ ଚିଟ୍ ଫଣ୍ଡ ମାମଲା : ଡାଇରେକ୍ଟରଙ୍କୁ ୫ବର୍ଷ ଓ ଅନ୍ୟ ୨ଜଣଙ୍କୁ ୩ ବର୍ଷ ଜେଲ୍ ଦଣ୍ଡ
  • ||
  • ବଢ଼ିଲା ପାନ୍‌-ଆଧାର ଲିଙ୍କ ଅବଧି, ଏତିକି ସମୟ ଦେଲେ କେନ୍ଦ୍ର ସରକାର
  • ||
  • ଆନନ୍ଦପୁର: ଟଙ୍କା ନେଣଦେଣକୁ ନେଇ ମହିଳାଙ୍କୁ ସଂଘବଦ୍ଧ ଆକ୍ରମଣ
  • ||

ନାବାଳିକାଙ୍କୁ ଦୁଷ୍କର୍ମ ଅଭିଯୋଗରେ ଟ୍ୟୁସନ ସାର ଗିରଫ

12/05/2018 at 9:55 AM

କେନ୍ଦ୍ରାପଡା ରେ ପୁଣି ଲଜ୍ୟା ୭ ବର୍ଷର ତୃତୀୟ ଶ୍ରେଣୀ ଛାତ୍ରୀକୁ ଦୁର୍ଷ୍କମ କରିଛି ଜଣେ ଭିନ୍ନକ୍ଷମ ଟିଉସନ ଶିକ୍ଷକ, ଅଭିଯୁକ୍ତକୁ ଗିରଫ କରିଛି ପୋଲିସ । ଘଟଣା ଘଟିଛି କେନ୍ଦ୍ରାପଡା ଜିଲ୍ଲା ନିକିରାଇ ଥାନା ଅମ୍ବପଡା ଗାଁରେ ।
ଆମ୍ବପଡା ଗାଁର ନାବାଳିକା ଘରକୁ ଦିର୍ଘ ଆଠମାସ ହେବ ପଳସିଂହା ଗ୍ରାମର ଭିନ୍ନକ୍ଷମ ଗଣେଷ ନାୟକ ଟିଉସନ କରିଆସୁଥିଲା । ଶିକ୍ଷକ ନାବାଳିକା ଘରେ ତାକୁ ଦୁଷ୍କର୍ମ କରଥିଲା ଏପରି ଦିର୍ଘ ୧୫ ଦିନ ହେବ କରିଆସୁଥିଲା । ତାହାର ଅଶ୍ଳିଳ ଭିଡିଓ ମଧ୍ୟ ଉତୋଳନ କରିଥିଲା । ଗତ ଗୁରୁବାର ଦିନ ଏକ ଆଧାର ର୍କାଡକୁ ଫଟେ ଉଠାଇ ପଠାଇବାକୁ ନାବାଳିକାଙ୍କ ମା ଟିଉସନ ଶିକ୍ଷକକୁ କହିଥିଲେ । ଏହି ଫଟେ ଉଠାଇ ପଠାଇଲା ବଳେ ସେହି ଅଶ୍ଳିଳ ଭିଡିଓ ଟି ଭୁଲ ବଶତଃ ଚାଲିଯାଇଥିଲା । ପରେ ଘଟଣା ପଦାକୁ ଆସିଥିଲା । ଏହାପରେ ପରିବାର ଲୋକ ଥାନାରେ ଅଭିଯୋଗ କରିଥିଲେ । ପୋଲିସ ଅଭିଯୁକ୍ତ ଗିରଫ କରିଥିଲା । ଦେଷି ଦୋଷ ସ୍ବିକାର କରିଥିଲା । ନାବାଳିକା ହତ୍ୟା ଧମକ ଦେଇଥିଲା ଅଭିଯୁକ୍ତ କାହାରି ଆଗରେ ମୁହଁ ନଖୋଲିବା ପାଇଁ । ପୋଲିସ ନାବାଳିକା କୁ ଡାକ୍ତର ମଇନା କରିବା ସହିତ ଅଭିଯୁକ୍ତ ଗରିଫ କରିଛି ।

Leave a Reply

   Related Posts