ନାବାଳିକାଙ୍କୁ ଦୁଷ୍କର୍ମ ପରେ ହତ୍ୟା !

Published By : Prameya-News7 Bureau | June 14, 2018 IST

ମାଲକାନଗିରି ଜିଲ୍ଲା କାଲିମେଳା ଭେଜାଙ୍ଗିବାଡି ଗାଁ ନିକଟରୁ ଜଣେ ନାବାଳିକାଙ୍କ ମୃତଦେହ ଉଦ୍ଧାର କରାଯାଇଛି | ମୃତ ନାବାଳିକା ସେହି ଗାଁର | ଦୁଷ୍କର୍ମ ପରେ ତାଙ୍କୁ ହତ୍ୟା କରାଯାଇଥିବା ସନ୍ଦେହ କରାଯାଉଛି | ମୁଣ୍ଡକୁ କେହି ପଥରରେ ଛେଚି ହତ୍ୟା କରିବା ପରେ ସେଠାରେ ଆଣି ଫୋପାଡ଼ି ଦେଇଥିବା ସନ୍ଦେହ କରାଯାଉଛି | ଗାଁ ଲୋକ ପୋଲିସକୁ ଖବର ଦେଇଥିଲେ ସୁଦ୍ଧା ଏବେ ଯାଏଁ ପୋଲିସ ପହଂଚିନି ଯାହାକୁ ନେଇ ଲୋକଙ୍କ ମଧ୍ୟରେ ଅସନ୍ତୋଷ ଦେଖା ଦେଇଛି |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.