ପୁଣି ନାବାଳିକାକୁ ସମ୍ପର୍କୀୟ ଭାଇଙ୍କ ଦୁଷ୍କର୍ମ ଅଭିଯୋଗ
14/06/2018 at 5:56 AM

କେନ୍ଦ୍ରାପଡା ଜିଲ୍ଲା ପଟ୍ଟାମୁଣ୍ଡାଇରୁ ଆସିଛି ଅଭିଯୋଗ | ୧୪ ବର୍ଷୀୟ ନାବାଳିକାକୁ ଦୁଷ୍କର୍ମ ପରେ ଅନ୍ତଃସତ୍ଵା ହୋଇଥିବା ଅଭିଯୋଗ ହେଇଛି | ନାବାଳିକାଙ୍କ ଦାଦା ଓ ବଡ ବାପାଙ୍କ ପୁଅ ଦୁଷ୍କର୍ମ କରିଥିବା ଅଭିଯୋଗ ଆସିଛି | ଏନେଇ ପୀଡିତାଙ୍କ ପରିବାର ଲୋକ ପଟ୍ଟାମୁଣ୍ଡାଇ ଥାନାରେ ଅଭିଯୋଗ କରିଛନ୍ତି |