ଚକଲେଟ ଲୋଭ ଦେଖାଇ ନାବାଳିକାକୁ ଦୁଷ୍କର୍ମ
4/05/2018 at 9:50 AM

ଚକଲେଟ ଲୋଭ ଦେଖାଇ ୭୫ ବର୍ଷର ବୃଦ୍ଧ ନାବାଳିକାକୁ ଦୁଷ୍କର୍ମ କରିଥିବା ଅଭିଯୋଗ
ବାଲେଶ୍ୱର ସିମୁଳିଆ ଥାନା ସାନମାଇତପୁରର ଘଟଣା
ଘରେ କେହି ନଥିବା ବେଳେ ନାବାଳିକାକୁ ଚକଲେଟର ଲୋଭ ଦେଖାଇ ତା ଘରକୁ ନେଇଯାଇଥିଲା ଅଭିଯୁକ୍ତ
ଘରକୁ ନେଇ ଦୁଷ୍କର୍ମ କରିଥିଲା ୭୫ବର୍ଷ ସୁରେନ୍ଦ୍ର
ଥାନାରେ ଏତଲା ପରେ ପୋଲିସ ଅଭିଯୁକ୍ତକୁ ଗିରଫ କରିଛି