ChampionMaganna_WebBanner_728X90
ChampionMaganna_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ୱର : ରାଜ୍ୟରେ ମହିଳା ଉଦ୍ୟୋଗୀଙ୍କ ପାଇଁ ହେବ ଶିଳ୍ପ ପାର୍କ, ମେକ୍‌ ଇନ୍‌ ଓଡିଶା କନ୍‌କ୍ଲେଭ୍‌ରେ ମୁଖ୍ୟମନ୍ତ୍ରୀଙ୍କ ଘୋଷଣା
  • ||
  • ଭୁବନେଶ୍ୱର: ଇଡିରେ ହାଜର ହେଲେ ଶିବ ପ୍ରସାଦ, ଅର୍ଚ୍ଚନାଙ୍କ ସହ ଟଙ୍କା କାରବାର ନେଇ ଦ୍ୱିତୀୟ ଥର ହାଜିରା
  • ||
  • କୋଣାର୍କ: ଦର୍ଶକଙ୍କ ମନ ମୋହୁଛି ମହୋତ୍ସବ, ଦ୍ୱିତୀୟ ସଂଧ୍ୟାରେ ଦର୍ଶକଙ୍କୁ ଆକର୍ଷିତ କଲା ମଣିପୁରୀ ନୃତ୍ୟ
  • ||
  • ଉମରକୋଟ : ଗଛକୁ ପିଟିଲା କାର୍‌ , ତିନି ମୃତ, ଦୁଇ ଗୁରୁତର
  • ||

ଘରକୁ ଚାଲି ଚାଲି ଆସୁଥିବା ବେଳେ ମୁଣ୍ଡରେ ଖସିପଡ଼ିଲା ଗଛ ଡାଳ, ନାବାଳିକା ମୃତ

25/09/2022 at 9:28 PM

ପାଟଣା, ୨୫/୦୯: ପାଟଣା ଥାନା ଧାନବେଣି ଗ୍ରାମରେ ଏକ ଅଭାବନୀୟ ଦୁର୍ଘଟଣା ଘଟିଛି । ମୁଣ୍ଡ ଉପରେ ଗଛ ଡାଳ ପଡି ଯିବାରୁ ଜଣେ ନାବାଳିକାର ମୃତ୍ୟୁ ହୋଇଛି । ଗଛ ଡ଼ାଳ ପଡ଼ି ନାବାଳିକା ପ୍ରଥମେ ଗୁରୁତର ହୋଇଥିଲେ । ନାବାଳିକାଙ୍କନ ନାମ ପ୍ରଭାସିନୀ ମହାନ୍ତ ହୋଇଥିବା ବେଳେ ତାଙ୍କୁ କଟକ ସ୍ଥାନାନ୍ତର କରାଯାଉଥିଲା । ହେଲେ ବାଟରେ ତାଙ୍କର ମୃତ୍ୟୁ ହୋଇଛି । ଚାଲି ଚାଲି ଘରକୁ ଆସୁଥିବା ସମୟରେ ମୁଣ୍ଡ ଉପରେ ଗଛଡାଳ ଖସି ପଡ଼ିଥିବା ଜଣାପଡ଼ିଛି ।

   Related Posts