oroinfra
maganna
anutap
FileReOpen
TASTEtheBEST
EVOS_WebBanner_728X90
oroinfra
ChampionMaganna_WebBanner_728X90
Anutap_WebBanner_728X90
FileReOpen_WebBanner_728X90
TASTEtheBEST_WebBanner_728X90
EVOS_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଉପର ତଳ ଦୈନିକ ସଂକ୍ରମଣ, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୧୪୬ କୋଭିଡ୍ ପଜିଟିଭ୍
  • ||
  • ଭୁବନେଶ୍ୱର: ଭିଜିବ ପାର୍ବଣ, ନବମୀ ଓ ଦଶମୀରେ ପ୍ରବଳ ବର୍ଷା ସମ୍ଭାବନା
  • ||
  • ସାନଖେମୁଣ୍ଡି: ପାଟପୁର ଥାନାରେ ୧୩୨୫ କିଲୋର ଜବତ ଗଞ୍ଜେଇ ପୋଡିଲା ପୋଲିସ
  • ||
  • UNSCରେ ରୁଷ୍‌ ବିରୋଧରେ ନିନ୍ଦା ପ୍ରସ୍ତାବ ଆଣିଥିଲା ଆମେରିକା, ଭୋଟିଂରୁ ବିରତ ରହିଲା ଭାରତ
  • ||
  • ସାରା ଦେଶରେ ଆରମ୍ଭ ହେଲା 5G ଯୁଗ, ୧୩ ସହରରେ ମିଳିବ ସେବା
  • ||

ନାବାଳିକାଙ୍କୁ ଦୁଷ୍କର୍ମ ଅଭିଯୋଗ, ପୋଲିସର ଦ୍ବାରସ୍ଥ ହେଲେ ପୀଡ଼ିତା

4/12/2019 at 9:28 PM

ଭଦ୍ରକ୪/୧୨: ନାବାଳିକାକୁ ଦୁଷ୍କର୍ମ ଅଭିଯୋଗ l ଅନ୍ତରଙ୍ଗ ମୁହୂର୍ତ୍ତର ଭିଡିଓକୁ ଭାଇରାଲ କରିବା ଧମକ ଦେଇ ବାରମ୍ବାର ଦୁଷ୍କର୍ମ ଅଭିଯୋଗ l ଦିନେ ନୁହଁ କି ଦୁଇଦିନ ନୁହଁ ଦୀର୍ଘ ୩ ମାସ ଧରି ବ୍ଲାକମେଲିଂ  କରି କରୁଥିଲା ଦୁଷ୍କର୍ମକାରୀ l ଅଭିଯୁକ୍ତ ଜଣକ ନାବାଳିକାଙ୍କ ସମ୍ପର୍କୀୟ କଥା କୁହାଯାଉଛି l

ଅଭିଯୁକ୍ତ ଦୁଷ୍କର୍ମ ବେଳ ର ଭିଡିଓ ଦେଖାଇ ଦୁଷ୍କର୍ମ କରିବା ସହ ପରିବାରଲୋକଙ୍କୁ ଜୀବନରେ ମାରିଦେବାକୁ ଧକମ ଦେଉଥିଲା l ଧୂଷୁରୀ ପୋଲିସ ର ଛାନଭିନ ଆରମ୍ଭ l ଅଭିଯୁକ୍ତ ର ସାନଭାଇ ଓ ବଡ ଭାଇ ଧୂଷୁରୀ ଥାନାରେ ଅଟକ l ବିଳମ୍ବିତ ରାତିରେ ମା ଓ ନାବାଳିକା ଝିଅ ଆସି ଥାନାର ଦ୍ବାରସ୍ଥ ହୋଇଥିଲେ l ତେବେ ନାବାଳିକାଙ୍କୁ ଧମକ ଦେଉଥିବା ଚିଠି କେବଳ ନ୍ୟୁଜ ସେଭେନ ହାତରେ ଲାଗିଛି।

   Related Posts