ବଣାଇରେ ଘରକୁ ଛାଡିବାକୁ କହି ନାବାଳିକାକୁ ଗଣଦୁଷ୍କର୍ମ; ୪ ଅଟକ
30/10/2018 at 11:34 AM

ବଣାଇ ୩୦/୧୦ : ବଣାଇ ଉପଖଣ୍ଡ ର ଲହୁଣିପଡ଼। ଥାନା ଅନ୍ତର୍ଗତ ଟକରା ଗ୍ରାମରେ ଏକ ନାବାଳିକା ସହିତ ଗଣ ଧର୍ଷଣ କରାଯାଇଥିବା ଅଭିଯୋଗ ହୋଇଛି । ଗତକାଲି ରାତିରେ ଟକରା ବଜାରରେ ଠିଆ ହେଇଥିବା ଏକ ନାବାଳିକାକୁ ସେହି ଗ୍ରାମର ଚାରି ଜଣ ଯୁବକ ତାକୁ ଘରେ ଛାଡି ଦେବେ କହି ସାଙ୍ଗରେ ଆଣି ଥିଲେ । ପରେ ଗ୍ରାମ ମଝିରେ ଥିବା ଏକ ବିଲରେ ତାଙ୍କ ସହିତ ଧର୍ଷଣ କରାଯାଇଥିବା ଅଭିଯୋଗ କରିଛନ୍ତି ନାବାଳିକା । ଅଭିଯୋଗ ହେବାପରେ ଲହୁଣୀପଡା ପୋଲିସ ବିଭିନ୍ନ ଜାଗାରେ ଚଢାଉ କରି ଚାରି ଜଣଙ୍କୁ ଧରିବା ସହିତ ଏକ ମୋଟରସାଇକେଲ କୁ ମଧ୍ୟ ଜବତ କରିଛି । ପୋଲିସ ଘଟଣାର ଅଧିକ ତଦନ୍ତ କରୁଥିବା କରୁଛି ।
Related Posts
ଯୁବକଙ୍କ ଗଳିତ ମୃତଦେହ ଠାବ, ପୋଲିସ କରୁଛି ତଦନ୍ତ
29 January 2023
ଏୟାରଲିଫ୍ଟ ହେଲେ ନବ ଦାସ, ଛାତିରେ ବାଜିଛି ଗୁଳି
29 January 2023