Hari omm 2
hari om films
AKK 2023
AKK2023
HARI-OMM_728X90_B
Showcase2022
hari om films
WEB_F-8
WEB_F-9
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କ ପରଲୋକ ।। ଭୁବନେଶ୍ୱର ଆପୋଲୋ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ।। ରବିବାର ପୂର୍ବାହ୍ନରେ ବ୍ରଜରାଜନଗର ଗାନ୍ଧିଛକ ନିକଟରେ ହୋଇଥିଲା ଗୁଳିମାଡ।। ଏସଆଇଙ୍କ ଗୁଳିରେ ଗୁରୁତର ଆହତ ହୋଇଥିଲେ ନବ ଦାସ
  • ||
  • ସାଲେପୁର : ପାରିବାରିକ କଳହର କରୁଣ ପରିଣତି, ସ୍ୱାମୀକୁ କିରୋସିନି ଢାଳି ଜାଳିଦେଲା ସ୍ତ୍ରୀ
  • ||
  • ଭୂକମ୍ପରେ ଥରିଲା ଇରାନ : ୭ ମୃତ, ୪୪୦ରୁ ଅଧିକ ଆହତ
  • ||

ବଣାଇରେ ଘରକୁ ଛାଡିବାକୁ କହି ନାବାଳିକାକୁ ଗଣଦୁଷ୍କର୍ମ; ୪ ଅଟକ

30/10/2018 at 11:34 AM

ବଣାଇ ୩୦/୧୦ : ବଣାଇ ଉପଖଣ୍ଡ ର ଲହୁଣିପଡ଼। ଥାନା ଅନ୍ତର୍ଗତ ଟକରା ଗ୍ରାମରେ ଏକ ନାବାଳିକା ସହିତ ଗଣ ଧର୍ଷଣ କରାଯାଇଥିବା ଅଭିଯୋଗ ହୋଇଛି । ଗତକାଲି ରାତିରେ ଟକରା ବଜାରରେ ଠିଆ ହେଇଥିବା ଏକ ନାବାଳିକାକୁ ସେହି ଗ୍ରାମର ଚାରି ଜଣ ଯୁବକ ତାକୁ ଘରେ ଛାଡି ଦେବେ କହି ସାଙ୍ଗରେ ଆଣି ଥିଲେ । ପରେ ଗ୍ରାମ ମଝିରେ ଥିବା ଏକ ବିଲରେ ତାଙ୍କ ସହିତ ଧର୍ଷଣ କରାଯାଇଥିବା ଅଭିଯୋଗ କରିଛନ୍ତି ନାବାଳିକା । ଅଭିଯୋଗ ହେବାପରେ ଲହୁଣୀପଡା ପୋଲିସ ବିଭିନ୍ନ ଜାଗାରେ ଚଢାଉ କରି ଚାରି ଜଣଙ୍କୁ ଧରିବା ସହିତ ଏକ ମୋଟରସାଇକେଲ କୁ ମଧ୍ୟ ଜବତ କରିଛି । ପୋଲିସ ଘଟଣାର ଅଧିକ ତଦନ୍ତ କରୁଥିବା କରୁଛି ।

   Related Posts