ବ୍ରହ୍ମପୁରରେ ଷ୍ଟୋଭ ଫାଟି ନାବାଳିକା ଗୁରୁତର
19/10/2018 at 10:15 AM

ବ୍ରହ୍ମପୁର ୧୯/୧୦ : ବ୍ରହ୍ମପୁର ଲାଞ୍ଜିପଲ୍ଲି ମୁଖ୍ୟ ରାସ୍ତା ନିକଟରେ ଅଘଟଣ | ଷ୍ଟୋଭ ଫାଟି ନାବାଳିକା ଗୁରୁତର ହୋଇଥିବା ଜଣାପଡିଛି | ରୋଷେଇ କରୁଥିବା ବେଳେ ଫାଟିଲେ ଷ୍ଟୋଭ | ଗୁରୁତର ଅବସ୍ଥାରେ ନାବାଳିକାଙ୍କୁ ଏମକେସିଜିରେ ଭର୍ତ୍ତି କରାଯାଇଛି |
Related Posts
ଜଗତସିଂହପୁର ପୋଲିସର ମାରାଥନ ଚଢାଉ, ଗିରଫ ହେଲେ ୭ ଡକାୟତ
6 February 2023