suno sunao
Hari omm 2
hari om films
suno sunao new
HARI-OMM_728X90_B
Showcase2022
hari om films
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ମଧ୍ୟପ୍ରଦେଶ ମୁରୈନାରେ ଦୁର୍ଘଟଣା, ଏୟାରଫୋର୍ସର ସୁଖୋଇ-୩୦ ଓ ମିରାଜ୍-୨୦୦୦ ଫାଇଟର ଜେଟ୍ କ୍ରାସ୍
  • ||
  • ଜେରୁଜେଲମ୍‌ରେ ପ୍ରାର୍ଥନାସ୍ଥଳରେ ଆତଙ୍କୀ ହମଲା, ଗୁଳିମାଡ଼ରେ ୮ମୃତ
  • ||
  • କେନ୍ଦୁଝର: ବୋଲେରୋ ଓ ଅଟୋ ମୁହାଁମୁହିଁ ଧକ୍କା, ୩ ମୃତ ଗୁରୁତର
  • ||

ରାଜଧାନୀରେ ନାବାଳିକାଙ୍କୁ ଅତ୍ୟାଚାର, ହାତ-ଗୋଡ଼ ବାନ୍ଧି ରାସ୍ତାରେ ଫିଙ୍ଗିଦେଲା ମାଲିକ

6/12/2022 at 6:32 PM

ଭୁବନେଶ୍ୱର, ୦୬।୧୨: ରାଜଧାନୀରେ ନାବାଳିକାଙ୍କୁ ଅକଥନୀୟ ଅତ୍ୟାଚାର। ପାଠ ପଢେଇବା କହି ଘରକୁ ନେଇଥିଲେ । ହେଲେ ପାଠ ବଦଳରେ ଘର କାମ କରାଉଥିଲେ ରଙ୍ଗମାଟିଆର ମାଲିକ । ଅତ୍ୟାଚାର ଏଭଳି କରୁଥିଲେ ଯେ ହାତ-ଗୋଡ ଭାଙ୍ଗି ରାସ୍ତାରେ ଫିଙ୍ଗି ଦେଲେ ମାଲିକ। ଘର ଲୋକ ନାବାଳିକାଙ୍କୁ ଉଦ୍ଧାର କରି ଥାନାର ଦ୍ୱାରସ୍ଥ ହୋଇଛନ୍ତି । ନାବାଳିକାର ବୟସ ୧୧ ବର୍ଷ ବୋଲି ଜଣାପଡ଼ିଛି । ନାବାଳିକାକୁ ଚାଇଲ୍ଡ ଲାଇନ ଉଦ୍ଧାର କରି ନିଜ ହେପାଜତକୁ ନେଇଛି । ଏବେ ଚିକିତ୍ସା ପାଇଁ ନାବାଳିକାକୁଙ୍କୁ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।

   Related Posts