ନାବାଳିକାଙ୍କୁ ଅପହରଣ ପରେ ଦୁଷ୍କର୍ମ
12/06/2018 at 11:18 AM

ଥମୁନି ନାବାଳିକା ଦୁଷ୍କର୍ମ ଘଟଣା | ନାବାଳିକାଙ୍କୁ ଅପହରଣ ପରେ ଦୁଷ୍କର୍ମ ଅଭିଯୋଗ | କଟକ ଜଗନ୍ନାଥପୁର ଗାଁରୁ ଆସିଛି ସଂଗୀନ ଅଭିଯୋଗ | ଗାଁର ନବମ ଶ୍ରେଣୀ ଛାତ୍ରୀଙ୍କୁ ବାଙ୍କୀ ବ୍ରହ୍ମପୁରା ଗାଁର ଆକାଶ ନାଏକ ଅପହରଣ ପରେ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି | ଗତ ୯ ତାରିଖ ଦିନ କୌଶଳ କରି ନାବାଳିକାଙ୍କୁ ଘରୁ ଉଠାଇ ନେଇଥିଲା ଅଭିଯୁକ୍ତ | ୪ ଦିନ ଧରି ଦୁଷ୍କର୍ମ କରିଥିଲା ନାବାଳିକାଙ୍କୁ | ନାବାଳିକାଙ୍କ ପରିବାର ତରଫରୁ ଥାନାରେ ଅଭିଯୋଗ ପରେ ପୋଲିସ ଅଭିଯୁକ୍ତକୁ ଗିରଫ କରିଛି |
Related Posts
ଜଳ ଭଣ୍ଡାରରୁ ମହିଳା ପୋଷ୍ଟମାଷ୍ଟରଙ୍କ ମୃତଦେହ ଉଦ୍ଧାର
28 March 2023