ChampionMaganna_WebBanner_728X90
ChampionMaganna_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବ୍ରହ୍ମପୁର: କୋର୍ଟରେ ଜଜ୍‌ଙ୍କୁ ଛୁରାମାଡ ଉଦ୍ୟମ, କାବୁ କଲା ପୋଲିସ
  • ||
  • ଭୁବନେଶ୍ୱର: ICMRର ପରାମର୍ଶ, ସାମାନ୍ୟ ଜ୍ୱର ହେଲେ ଖାଅନି ଆଣ୍ଟିବାୟୋଟିକ୍
  • ||
  • ଶିକ୍ଷକ ନିଯୁକ୍ତି ପ୍ରସଙ୍ଗରେ ଗୃହରେ ହଙ୍ଗାମା, ଗୃହ ମୁଲତବୀ କଲେ ବାଚସ୍ପତି
  • ||
  • ପଦ୍ମପୁରରେ କେନ୍ଦ୍ରୀୟ ଟିମ୍‌ର ରେଡ୍, ୩ ବ୍ୟବସାୟୀଙ୍କ ଘରେ ଚଢାଉ
  • ||

ବିହାରରୁ ଉଦ୍ଧାର ହେଲା ନୀଳଗିରିର ଅଞ୍ଚଳର ନାବାଳକ

15/07/2022 at 9:28 PM

ନୀଳଗିରି ୧୫/୦୭: ବିହାର ସମସ୍ତିପୁରରୁ ନୀଳଗିରି ଅଞ୍ଚଳର ଜଣେ ନାବାଳକ ଉଦ୍ଧାର ହୋଇଛି। ସେଠାରେ ଚାଇଲଡ଼ ଲାଇନ ନାବାଳକକୁ ଉଦ୍ଧାର କରିଥିବା ବେଳେ ସେ ବାଲେଶ୍ଵର ଜିଲ୍ଲା ନୀଳଗିରି ଅଞ୍ଚଳର ବୋଲି କହିଛି। ନାବାଳାକର ପରିଚୟ ଚନ୍ଦନ ଦାସ, ବାପା ରାମକୃଷ୍ଣ ଦାସ, ମାଆ ଗୌରୀ ମଣ୍ଡଳ ବୋଲି କହିଛି।

ହେଲେ ନାବାଳକର ଘର କେଉଁ ଗାଁର ଏହା ସଠୀକ ଜଣାପଡ଼ିନାହିଁ। ନୀଳଗିରି ଥାନାକୁ ବିହାରରୁ ସୂଚନା ଆସିବା ପରେ ଗାଁ ନାମ ଜଣାନଥିବାରୁ ନଥିବାରୁ ପିଲାଟିକୁ କିପରି ଥଇଥାନ କରାହେବ ଏନେଇ ପୋଲିସର ଚିନ୍ତା ଘାରିଛି। ତେବେ ପିଲାଟିକୁ ଚିହ୍ନଟ କରି ଖବର ଦେବାକୁ ନୀଳଗିରି ପୋଲିସ ଆଇଆଇସି ଗୋପାଳ ଚନ୍ଦ୍ର କର୍ଣ୍ଣ ସୂଚନା ଦେଇଛନ୍ତି।

   Related Posts