Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ସ୍ୱାଧିନତା ଦିବସ ଉତ୍ସବରେ ସାମିଲ ହେଲା ଗୁଗଲ, ଡୁଡଲ ମାଧ୍ୟମରେ ଜଣାଇଲା ଶୁଭେଚ୍ଛା
  • ||
  • ଭୂମିକମ୍ପରେ ଥରିଲା ହିମାଚଳ ପ୍ରଦେଶ, ରିକ୍ଟର ସ୍କେଲରେ ତୀବ୍ରତା ୨.୫
  • ||
  • ଅବପାତର ରୂପ ନେଲା ଲଘୁଚାପ, ସୋମବାରଠୁ କମିବ ବର୍ଷା
  • ||
  • ସ୍ୱାଧିନତା ଦିବସ ଅବସରରେ ସମସ୍ତଙ୍କୁ ମୋର ଆନ୍ତରିକ ଶୁଭେଚ୍ଛା, ପ୍ରତିଟି ଭାରତୀୟ ପାଇଁ ଗୌରବର ମୁହୂର୍ତ୍ତ
  • ||
  • ‘ଦୁନିଆରେ ହଜାରେ ବାଘ, କିନ୍ତୁ ଦ୍ରାବିଡ…’ : ଟିମ୍ ଇଣ୍ଡିଆର କୋଚ୍‌ଙ୍କୁ ନେଇ ଟେଲରଙ୍କ ବଡ ବୟାନ
  • ||

ନାବାଳକକୁ ଅପହରଣ ପରେ ହତ୍ୟା ; ପରିତ୍ୟକ୍ତ ଅବସ୍ଥାରେ ମିଳିଲା ମୃତଦେହ

11/12/2018 at 11:20 AM

ବ୍ରହ୍ମପୁର ୧୧|୧୨: ନାବାଳକକୁ ଅପହରଣ ପରେ ହତ୍ୟା । ମୃତ ନାବାଳକ ଜଣକ ହେଲେ ବ୍ରହ୍ମପୁର ସଦର ଥାନା ଗୁରୁଣ୍ଠି ଗାଁର ଭିକୁ ସେଠୀ । ପରିତ୍ୟକ୍ତ ଅବସ୍ଥାରେ ଛତ୍ରପୁର ଥାନା ବ୍ରlମଣିଆପଲ୍ଲୀ ନିକଟରୁ ମୃତଦେହ ଉଦ୍ଧାର ହୋଇଛି । ୬ଦିନ ତଳେ ବ୍ରlମଣିଅl ପଲ୍ଲୀ ଗ୍ରାମର ଲିଙ୍ଗରାଜ ସେଠୀଙ୍କ ସହ ଗ୍ରାମକୁ ଆସିଥିଲେ । ପରେ ଆଉ ନିଜ ଗ୍ରାମକୁ ଫେରି ନଥିଲେ । ଏ ନେଇ ପରିବାର ଲୋକଙ୍କ ପକ୍ଷରୁ ଥାନାରେ ଅଭିଯୋଗ ହୋଇଥିଲା । ସୋମବାର ରାତିରେ ଲିଙ୍ଗରାଜଙ୍କ ମା ଫୋନ୍ ଯୋଗେ ତାଙ୍କ ପରିବାର ଲୋକଙ୍କୁ ଜଣାଇଥିଲେ। ପରେ ମୃତଦେହ ପରିଚୟ ମିଳିଥିଲା । ଘଟଣାସ୍ଥଳରେ ଛତ୍ରପୁର ପୋଲିସ ଓ ବ୍ରହ୍ମପୁର ପୋଲିସ ପହଞ୍ଚି ତଦନ୍ତ ଚଳାଇଛନ୍ତି । ଲିଙ୍ଗରାଜ ବର୍ତ୍ତମାନ ଫରାର ଅଛନ୍ତି ।

   Related Posts