oroinfra
maganna
anutap
FileReOpen
TASTEtheBEST
EVOS_WebBanner_728X90
oroinfra
ChampionMaganna_WebBanner_728X90
Anutap_WebBanner_728X90
FileReOpen_WebBanner_728X90
TASTEtheBEST_WebBanner_728X90
EVOS_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଦେଶରେ ଆରମ୍ଭ ହେବ 5G ମୋବାଇଲ ସେବା, ପ୍ରଗତି ମଇଦାନରେ ଶୁଭାରମ୍ଭ କରିବେ ପ୍ରଧାନମନ୍ତ୍ରୀ
  • ||

ଟ୍ରିପଲ୍ ରାଇଡିଂ ପଡିଲା ମହଙ୍ଗା : ନାବାଳକକୁ ୨୯ ହଜାର ଟଙ୍କା ଫାଇନ୍

5/02/2021 at 4:26 PM

ସମ୍ବଲପୁର ୫।୨: ଟ୍ରିପଲ ରାଇଡିଂ ପଡିଲା ମହଙ୍ଗା । ସମ୍ବଲପୁରରେ ନାବାଳକଙ୍କୁ ୨୯ ହଜାର ଫାଇନ୍ । ଗୋଟିଏ ବାଇକରେ ତିନି ଜଣ ନାବାଳକ ବସି ଯାଉଥିବାବେଳେ ପରିବହନ ବିଭାଗ ହାବୁଡରେ ପଡିଥିଲେ ନାବାଳକ । ପରମାଣପୁର ଛକରେ ଚେକିଂ ସମୟରେ ଧରାପଡିଛନ୍ତି ନାବାଳକ । ଦୁଇ ଜଣରୁ ଅଧିକା ବସିଥିବାରୁ ୧ ହଜାର, ନାବାଳକ ଗାଡି ଚାଳନା ପାଇଁ ୨୫ ହଜାର, ହେଲମେଟ ପିନ୍ଧିନଥିବାରୁ ୧ ହଜାର, ଇନସ୍ୟୁରାନ୍ସ ନଥିବାରୁ ୨ ହଜାର ଫାଇନ୍ ଗଣିଛନ୍ତି ନାବାଳକ ।

   Related Posts