scan steel
web-baneer-728x90
WhatsApp Image 2023-12-06 at 12.52.17
728x90-banner-17.2.24jpg
Untitled-1 copy (1)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

ମାଲଗାଡି ଧକ୍କାରେ କଟିଗଲା ନାବାଳକର ଦୁଇଗୋଡ : ରାଇରଙ୍ଗପୁର

2/09/2018 at 12:22 PM

ରାଇରଙ୍ଗପୁର ୨/୯ : ମାଲଗାଡି ଧକ୍କାରେ କଟିଗଲା ଜଣେ ନାବାଳକର ଦୁଇଗୋଡ । ଏଭଳି ଦୁଃଖଦ ଘଟଣା ଘଟିଛି ସୁନ୍ଦରଗଡ଼ ଜିଲ୍ଲା ଗୋରୁମହିଷାଣି ଥାନା କୁଲେଇଶିଳା ତେଲିସାହି ନିକଟରେ । ଗୁରୁତର ନାବାଳକ ହେଲେ କୁଳେଇଶିଳା ଗ୍ରାମର ଶନୁ ପାଟବନ୍ଧା । ତାଙ୍କ ବୟସ ୧୨ ବର୍ଷ। ତେବେ ରେଳ ଧାରଣା ପାରି ହେଉଥିବା ବେଳେ ଏହି ଦୁର୍ଘଟଣା ଘଟିଥିବା ସନ୍ଦେହ କରାଯାଉଛି । ସ୍ଥାନୀୟ କିଛି ଯୁବକ ସୋନୁକୁ ପ୍ରଥମେ ଗୋରୁମହିଷାଣି ଡାକ୍ତରଖାନାକୁ ଆଣିଥିଲେ ଓ ସେଠାରୁ ୧୦୮ ଆମ୍ବୁଲାନ୍ସ ଯୋଗେ ରାଇରଙ୍ଗପୁର ଡାକ୍ତରଖାନାକୁ ସ୍ଥାନାଂତର କରାଯାଇଛି । କିନ୍ତୁ ଦୁଃଖର କଥା ସେଠାରେ ଅନେକ ଭଡା ଗାଡି ଥିଲେ ମଧ୍ୟ ସୋନୁକୁ ଡାକ୍ତରଖାନା ନେବାକୁ କେହିବି ରାଜି ହୋଇନଥଲେ । କିଛି ଯୁବକ ହାତରେ ଟେକି ଟେକି ଡାକ୍ତରଖାନାକୁ ନେଇଥିଲେ।

   Related Posts