oroinfra
maganna
anutap
FileReOpen
TASTEtheBEST
EVOS_WebBanner_728X90
oroinfra
ChampionMaganna_WebBanner_728X90
Anutap_WebBanner_728X90
FileReOpen_WebBanner_728X90
TASTEtheBEST_WebBanner_728X90
EVOS_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଉପର ତଳ ଦୈନିକ ସଂକ୍ରମଣ, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୨୧୧ କୋଭିଡ୍ ପଜିଟିଭ୍
  • ||
  • ଲମତାପୁଟ : କାରରୁ ୮ଲକ୍ଷ ଟଙ୍କାର ଗଞ୍ଜେଇ ଜବତ, ମାଫିଆ ଫେରାର
  • ||
  • ଭୁବନେଶ୍ୱର : ବର୍ଷାରେ ଭିଜିବ ଦଶହରା, ୨ରେ ଆସୁଛି ଆଉ ଏକ ଲଘୁଚାପ !
  • ||

ରାକ୍ଷୀ ପୂର୍ଣ୍ଣିମାରେ ଖର୍ଚ୍ଚ ପାଇଁ ୫୦ ଟଙ୍କା ଦେଇପାରିଲାନି ମାଆ, ଆତ୍ମହତ୍ୟା କରିଦେଲା ନାବାଳକ ପୁଅ

11/08/2022 at 10:55 PM

ରାଉରକେଲା, ୧୧/୦୮: ୫୦ ଟଙ୍କା ପାଇଁ ଆତ୍ମହତ୍ୟା । ରାକ୍ଷୀ ପୂର୍ଣିମାରେ ଖର୍ଚ୍ଚ ପାଇଁ ମାଆକୁ ପଚାଶ ଟଙ୍କା ମାଗିଥିଲା ନାବାଳକ ପୁଅ । ହେଲେ ଅର୍ଥ ଅଭାବରୁ ପୁଅକୁ ଖର୍ଚ୍ଚ ନଦେବାରୁ ପୁଅ ରଶି ଲଗାଇ ଆତ୍ମହତ୍ୟା କରିଥିବା ଜଣାପଡ଼ିଛି । ସୁନ୍ଦରଗଡ କୋଇଡା ଥାନା ବଳଢ଼ିହି ଗାଁରେ ଏଭଳି ଏକ ଅଭାବନୀୟ ଘଟଣା ଘଟିଥିବା ଜଣାପଡ଼ିଛି ।

   Related Posts