ରାକ୍ଷୀ ପୂର୍ଣ୍ଣିମାରେ ଖର୍ଚ୍ଚ ପାଇଁ ୫୦ ଟଙ୍କା ଦେଇପାରିଲାନି ମାଆ, ଆତ୍ମହତ୍ୟା କରିଦେଲା ନାବାଳକ ପୁଅ

Published By : Prameya-News7 Bureau | August 11, 2022 IST

ରାଉରକେଲା, ୧୧/୦୮: ୫୦ ଟଙ୍କା ପାଇଁ ଆତ୍ମହତ୍ୟା । ରାକ୍ଷୀ ପୂର୍ଣିମାରେ ଖର୍ଚ୍ଚ ପାଇଁ ମାଆକୁ ପଚାଶ ଟଙ୍କା ମାଗିଥିଲା ନାବାଳକ ପୁଅ । ହେଲେ ଅର୍ଥ ଅଭାବରୁ ପୁଅକୁ ଖର୍ଚ୍ଚ ନଦେବାରୁ ପୁଅ ରଶି ଲଗାଇ ଆତ୍ମହତ୍ୟା କରିଥିବା ଜଣାପଡ଼ିଛି । ସୁନ୍ଦରଗଡ କୋଇଡା ଥାନା ବଳଢ଼ିହି ଗାଁରେ ଏଭଳି ଏକ ଅଭାବନୀୟ ଘଟଣା ଘଟିଥିବା ଜଣାପଡ଼ିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.