suno sunao
Hari omm 2
hari om films
suno sunao new
HARI-OMM_728X90_B
Showcase2022
hari om films
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଝାରସୁଗୁଡ଼ା : ସ୍ବାସ୍ଥ୍ୟ ମନ୍ତ୍ରୀ ନବ ଦାସଙ୍କୁ ଗୁଳି ମାଡ଼, ଛାତିରେ ବାଜିଛି ଗୁଳି
  • ||
  • ସାଲେପୁର : ପାରିବାରିକ କଳହର କରୁଣ ପରିଣତି, ସ୍ୱାମୀକୁ କିରୋସିନି ଢାଳି ଜାଳିଦେଲା ସ୍ତ୍ରୀ
  • ||
  • ଭୂକମ୍ପରେ ଥରିଲା ଇରାନ : ୭ ମୃତ, ୪୪୦ରୁ ଅଧିକ ଆହତ
  • ||

ଚାନ୍ଦବାଲି ପଳାଶପୁର ଗଁ।ରେ ଦଶମ ଶ୍ରେଣୀ ଛାତ୍ରକୁ ମରଣାନ୍ତକ ଆକ୍ରମଣ

7/11/2018 at 9:54 AM

ଭଦ୍ରକ ୭|୧୧:  ଚାନ୍ଦବାଲି ଥାନା ନାଲଗୁଣ୍ଡା ପଂଚାୟତ ପଳାଶପୁର ଗଁ।ରେ ଦଶମ ଶ୍ରେଣୀ ଛାତ୍ରକୁ ମରଣାନ୍ତକ ଆକ୍ରମଣ ହୋଇଛି । ଗୁରୁତର ଆହତ ସତ୍ୟଜିତ ମିଶ୍ରଙ୍କୁ ଚାନ୍ଦବାଲି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି । ଗତକାଲି ରାତି ୯ଟାରେ ଟିଉସନରୁ ଘରକୁ ଫେରୁଥିବା ବେଳେ ୪ ଜଣ ଦୁର୍ବୃତ୍ତ ସତ୍ୟଜିତକୁ ଏକ ନିଛାଟିଆ ବିଲ ମଧ୍ୟକୁ ଟେକି ନେଇ ମରଣାନ୍ତକ ଆକ୍ରମଣ କରିଥିଲେ । ସତ୍ୟଜିତର ଚିତ୍କାର ଶୁଣି ଘଟଣାସ୍ଥଳରେ ଗଁ। ଲୋକ ପହଞ୍ଚି ଯିବାରୁ ସତ୍ୟଜିତକୁ ଛାଡ଼ି ଦୃର୍ବୁତ୍ତମାନେ ଫେରାର ହୋଇଯାଇଥିଲେ । ସତ୍ୟଜିତଙ୍କ ସ୍ବାସ୍ଥ୍ୟବସ୍ଥା ଏବେ ସଙ୍କଟାପର୍ଣ୍ଣ ରହିଛି ।

   Related Posts