ଚାନ୍ଦବାଲି ପଳାଶପୁର ଗଁ।ରେ ଦଶମ ଶ୍ରେଣୀ ଛାତ୍ରକୁ ମରଣାନ୍ତକ ଆକ୍ରମଣ
7/11/2018 at 9:54 AM

ଭଦ୍ରକ ୭|୧୧: ଚାନ୍ଦବାଲି ଥାନା ନାଲଗୁଣ୍ଡା ପଂଚାୟତ ପଳାଶପୁର ଗଁ।ରେ ଦଶମ ଶ୍ରେଣୀ ଛାତ୍ରକୁ ମରଣାନ୍ତକ ଆକ୍ରମଣ ହୋଇଛି । ଗୁରୁତର ଆହତ ସତ୍ୟଜିତ ମିଶ୍ରଙ୍କୁ ଚାନ୍ଦବାଲି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି । ଗତକାଲି ରାତି ୯ଟାରେ ଟିଉସନରୁ ଘରକୁ ଫେରୁଥିବା ବେଳେ ୪ ଜଣ ଦୁର୍ବୃତ୍ତ ସତ୍ୟଜିତକୁ ଏକ ନିଛାଟିଆ ବିଲ ମଧ୍ୟକୁ ଟେକି ନେଇ ମରଣାନ୍ତକ ଆକ୍ରମଣ କରିଥିଲେ । ସତ୍ୟଜିତର ଚିତ୍କାର ଶୁଣି ଘଟଣାସ୍ଥଳରେ ଗଁ। ଲୋକ ପହଞ୍ଚି ଯିବାରୁ ସତ୍ୟଜିତକୁ ଛାଡ଼ି ଦୃର୍ବୁତ୍ତମାନେ ଫେରାର ହୋଇଯାଇଥିଲେ । ସତ୍ୟଜିତଙ୍କ ସ୍ବାସ୍ଥ୍ୟବସ୍ଥା ଏବେ ସଙ୍କଟାପର୍ଣ୍ଣ ରହିଛି ।
Related Posts
ଗଛରେ ଝୁଲୁଛି ମୃତଦେହ, ମୃତକଙ୍କ ପରିଚୟ ଓ ମୃତ୍ୟୁର କାରଣ ଅସ୍ପଷ୍ଟ
29 January 2023
ଯୁବକଙ୍କ ଗଳିତ ମୃତଦେହ ଠାବ, ପୋଲିସ କରୁଛି ତଦନ୍ତ
29 January 2023