ପ୍ରବାସୀ ଶ୍ରମିକଙ୍କୁ ଫେରାଇ ଆଣିବାକୁ ମନ୍ତ୍ରୀ ସ୍ତରୀୟ ବୈଠକ

Published By : Prameya-News7 Bureau | April 23, 2020 IST

ଭୁବନେଶ୍ବର୨୩/୪: ରାଜ୍ୟ ବାହାରେ ଅଟକିଥିବା ପ୍ରବାସୀ ଶ୍ରମିକଙ୍କୁ ଲକଡାଉନ୍‌ ପରେ କିଭଳି ଓଡ଼ିଶା ଫେରାଇ ଅଣାଯିବ ସେନେଇ ମନ୍ତ୍ରୀ ସ୍ତରୀୟ ବୈଠକରେ ଆଲୋଚନା ହୋଇଛି ।

{"id":258827,"sizeSlug":"large"}

ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ମନ୍ତ୍ରୀସ୍ତରୀୟ ବୈଠକରେ ବିଭିନ୍ନ ପ୍ରସ୍ତାବ ଆସିଛି । ଅନ୍ୟ ରାଜ୍ୟରେ ଫସିଥିବା ଓଡିଆ ଶ୍ରମିକଙ୍କର ସେଠାରେ ହିଁ କେ।ଭିଡ୍ ପରୀକ୍ଷା କରିବାକୁ ପ୍ରସ୍ତାବ ଦିଆଯାଇଛି ।

{"id":258828,"sizeSlug":"large"}

ସେହିଭଳି ଆସନ୍ତାକାଲି କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରୀଙ୍କ ସହ ରାଜ୍ୟ ସ୍ବାସ୍ଥ୍ୟ ମନ୍ତ୍ରୀ ଆଲେ।ଚନା କରିବେ। ରାଜ୍ୟକୁ ଅଧିକ ସହାୟତା ପାଇଁ ଦାବି କରାଯିବ ।

{"id":258829,"sizeSlug":"large"}

ବଲାଙ୍ଗୀର ଓ ବାରିପଦା ମେଡିକାଲ କଲେଜରେ କରେ।ନା ପରୀକ୍ଷା ପାଇଁ ବ୍ୟବସ୍ଥା ହେବ । ଏପ୍ରିଲ ଶେଷ ସୁଦ୍ଧା ଦିନକୁ ୩ ହଜାର ଟେଷ୍ଟ କରିବାକୁ ଲକ୍ଷ୍ୟ ରଖାଯାଇଛି । ୪ଟି ମେଡିକାଲ କଲେଜରେ ଟେଷ୍ଟିଂ ଲ୍ୟାବ୍ କରିବାକୁ ବ୍ୟବସ୍ଥା କରାଯିବ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.