ନିଆଁ ଲିଭାଇବା ସହ ଧନ ଜୀବନ ସୁରକ୍ଷାକୁ ବିଶେଷ ପ୍ରାଥମିକତା : ଗୃହ ରାଷ୍ଟ୍ରମନ୍ତ୍ରୀ
9/03/2023 at 3:22 PM

ପୁରୀ ୯।୩: ପୁରୀ ଅଗ୍ନିକାଣ୍ଡ ଘଟଣାକୁ ନେଇ ପ୍ରତିକ୍ରିୟା ରଖିଲେ ଗୃହ ରାଷ୍ଟ୍ରମନ୍ତ୍ରୀ ତୁଷାରକାନ୍ତି ବେହେରା । ନିଆଁ ଲିଭାଇବା ସହ ଧନ ଜୀବନ ସୁରକ୍ଷାକୁ ବିଶେଷ ପ୍ରାଥମିକତା ଦିଆଯାଇଛି । ଅଗ୍ନିଶମ ବିଭାଗ ପକ୍ଷରୁ ନିଆଁକୁ ନିୟନ୍ତ୍ରଣ କରିବା ପାଇଁ ସର୍ବାଧିକ ପ୍ରଚେଷ୍ଟା କରାଯାଉଛି । ପରବର୍ତ୍ତୀ ସମୟରେ କୋଠାରେ ଜୀବନ ଜୀବିକା କରି ପରିବାର ଚଳାଉଥିବା ବ୍ୟବସାୟୀଙ୍କ ଥଇଥାନ ଦିଗରେ ପଦକ୍ଷେପ ନିଆଯିବ । କୋଠାର ସ୍ଥାୟିତ୍ୱ ଉପରେ ମଧ୍ୟ ପ୍ରଶ୍ନ ଉଠିଥିବା ବେଳେ ପରେ ଏହାର ତଦନ୍ତ କରାଯାଇ ପଦକ୍ଷେପ ନିଆଯିବ ବୋଲି ଗୃହରାଷ୍ଟ୍ର ମନ୍ତ୍ରୀ କହିଛନ୍ତି ।
Related Posts
ପତ୍ନୀହନ୍ତା ସ୍ବାମୀକୁ ଆଜୀବନ କାରାଦଣ୍ଡ ଶୁଣାଇଲେ କୋର୍ଟ
24 March 2023