ଗଂଜାମ ଜିଲ୍ଲାରେ ଆସ୍କାର ବିଭିନ୍ନ ଅଂଚଳ ବୁଲିବା ସହ ରିଲିଫ ବାଣ୍ଟିଲେ ମନ୍ତ୍ରୀ ସୂର୍ଯ୍ୟ ନାରାୟଣ ପାତ୍ର
18/10/2018 at 5:34 PM

ଆସିକା;୧୮/୧୦- ଆସିକାରେ ଵନ୍ୟା ପ୍ରଭାବିତ ଲୋକଙ୍କୁ ମନ୍ତ୍ରୀ ସୂର୍ଯ୍ୟ ନାରାୟଣ ପାତ୍ର ରିଲିଫ ବଣ୍ଟନ କରିଛନ୍ତି । ଆସିକା ହରିହର ହାଇସ୍କୁଲ ପରିସରରେ ଏନଏସି ର ସମସ୍ତ ଙ୍କୁ ରିଲିଫ ପ୍ରଦାନ କରିଥିଲେ । ଏହି ବଣ୍ଟନ ବେଳେ ଆସିକା ସାଂସଦ ଲଡୁକିଶୋର ସ୍ବାଇଁ, ବିଧାୟକ ଦେବରାଜ ମହାନ୍ତି, ପିଡି ଇ.ସିଦ୍ଧାର୍ଥ ଶଙ୍କର, ଆସିକା ବ୍ଲକ ଚେୟାରମ୍ୟାନ ହରେକୃଷ୍ଣ ମଲ୍ଲିକ, ଏନଏସି ଅଧ୍ୟକ୍ଷା ମଧୁସ୍ମିତା ପୋଲାଇ ପ୍ରମୁଖ ଥିଲେ । ଆସିକା ଏନଏସିର ୧୮ଟି ଓ୍ବାର୍ଡ଼ର ଲୋକଙ୍କୁ ରିଲିଫ ବଣ୍ଟନ କରାଯାଇଥିଲା ।
Related Posts
ଡାକ୍ତରଙ୍କ ଶତ ଚେଷ୍ଟା ବିଫଳ , ସ୍ଵାସ୍ଥ୍ୟ ମନ୍ତ୍ରୀ ନବ ଦାସଙ୍କ ପରଲୋକ
29 January 2023