ChampionMaganna_WebBanner_728X90
ChampionMaganna_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ୱର : ରାଜ୍ୟରେ ମହିଳା ଉଦ୍ୟୋଗୀଙ୍କ ପାଇଁ ହେବ ଶିଳ୍ପ ପାର୍କ, ମେକ୍‌ ଇନ୍‌ ଓଡିଶା କନ୍‌କ୍ଲେଭ୍‌ରେ ମୁଖ୍ୟମନ୍ତ୍ରୀଙ୍କ ଘୋଷଣା
  • ||
  • ଭୁବନେଶ୍ୱର: ଇଡିରେ ହାଜର ହେଲେ ଶିବ ପ୍ରସାଦ, ଅର୍ଚ୍ଚନାଙ୍କ ସହ ଟଙ୍କା କାରବାର ନେଇ ଦ୍ୱିତୀୟ ଥର ହାଜିରା
  • ||
  • କୋଣାର୍କ: ଦର୍ଶକଙ୍କ ମନ ମୋହୁଛି ମହୋତ୍ସବ, ଦ୍ୱିତୀୟ ସଂଧ୍ୟାରେ ଦର୍ଶକଙ୍କୁ ଆକର୍ଷିତ କଲା ମଣିପୁରୀ ନୃତ୍ୟ
  • ||
  • ଉମରକୋଟ : ଗଛକୁ ପିଟିଲା କାର୍‌ , ତିନି ମୃତ, ଦୁଇ ଗୁରୁତର
  • ||

ମହିଳା ସ୍ଥାନ ସଂରକ୍ଷଣ ପ୍ରସଙ୍ଗ ; ଏନସିପି ସମର୍ଥନ ଲୋଡିଲା ବିଜେଡି, ଶରଦ ପାଓ୍ବାରଙ୍କୁ ଭେଟିଲେ ବଦ୍ରି ପାତ୍ର

15/12/2018 at 12:43 PM

ମୁମ୍ବାଇ ୧୫|୧୨: ମହିଳା ସଂରକ୍ଷଣ ପ୍ରସଙ୍ଗରେ ଏନସିପି ସମର୍ଥନ ଲୋଡିଲା ବିଜେଡି । ମୁମ୍ବାଇରେ ଶରଦ ପାଓ୍ବାରଙ୍କୁ ଭେଟିଲା ବିଜେଡି ଟିମ୍ । ମନ୍ତ୍ରୀ ବଦ୍ରି ନାରାୟଣ ପାତ୍ରଙ୍କ ନେତୃତ୍ବରେ ଭେଟିଲେ ଦଳୀୟ ନେତା । ବିଜେଡି ମହିଳାଙ୍କ ପାଇଁ ସ୍ଥାନ ସଂରକ୍ଷଣ ନେଇ ସଂସଦରେ ବିଜେଡି ସଂକଳ୍ପ ଆଣିବାକୁ ଯାଉଛି । ତାହାକୁ ସମର୍ଥନ କରିବା ଲାଗି ମନ୍ତ୍ରୀ ଅନୁରୋଧ କରିଛନ୍ତି । ୧୫ଟି ଆଞ୍ଚଳିକ ଦଳ ସହ ୭ଟି ଜାତୀୟ ରାଜନୈତିକ ଦଳକୁ ଭେଟି ସମର୍ଥନ ଜଣାଇବା ପାଇଁ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଏକ ଟିମ୍ ଗଠନ କରିଥିଲେ ।  

ସଂସଦରେ ଏବଂ ବିଧାନସଭାରେ ମହିଳାମାନଙ୍କ ପାଇଁ ୩୩ପ୍ରତିଶତ ସ୍ଥାନ ସଂରକ୍ଷଣ ପାଇଁ ପ୍ରଥମେ ବିଧାନସଭାରେ ସଂକଳ୍ପ ପାରିତ କରିଥିଲା ବିଜେଡି । ତାପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏଥିପାଇଁ ସମସ୍ତ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଥିଲେ । ଏନେଇ ବିଜେଡି ଏକ ଟିମ୍ ମଧ୍ୟ ଗଠନ କରିଥିଲା ।

   Related Posts