AKK 2023
Hari omm 2
AKK2023
hari om films
WEB_F-8
HARI-OMM_728X90_B
WEB_F-9
Showcase2022
hari om films
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୂକମ୍ପରେ ଥରିଲା ତୁର୍କୀ, ରିକ୍ଟର ସ୍କେଲରେ ୭.୮ର ତ୍ରୀବତା ରେକର୍ଡ
  • ||

ଗଛକୁ ପିଟିଲା ମିନିବସ୍ : ଡ୍ରାଇଭର ଆହତ

20/02/2020 at 10:18 AM

ନୀଳଗିରି ୨୦/୨ : ବାଲେଶ୍ବର ଜିଲ୍ଲା ସେରଗଡ଼ ଉଦଳା ରାସ୍ତା ସାଆନ୍ତା ଛକରେ ଗଛକୁ ପିଟିଛି ମିନିବସ୍। 

ଆଜି ଭୋର ସମୟରେ ପଞ୍ଚଲିଙ୍ଗେଶ୍ବରରୁ ବାଲେଶ୍ଵରକୁ ପର୍ଯ୍ୟଟକ ଆଣିବାକୁ ଏକ ମିନି ବସ ଯାଉଥିବାବେଳେ  ଡ୍ରାଇଭରର ଆଖି ଲାଗିଯିବାରୁ ରାସ୍ତା ପାର୍ଶ୍ଵରେ ଥିବା ଏକ ଗଛକୁ ବାଡେଇଥିଲା।ଏଥିରେ  ଡ୍ରାଇଭର  ଆହତ ହୋଇ ବାଲେଶ୍ଵର ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି।

   Related Posts