ଗଛକୁ ପିଟିଲା ମିନିବସ୍ : ଡ୍ରାଇଭର ଆହତ
20/02/2020 at 10:18 AM

ନୀଳଗିରି ୨୦/୨ : ବାଲେଶ୍ବର ଜିଲ୍ଲା ସେରଗଡ଼ ଉଦଳା ରାସ୍ତା ସାଆନ୍ତା ଛକରେ ଗଛକୁ ପିଟିଛି ମିନିବସ୍।
ଆଜି ଭୋର ସମୟରେ ପଞ୍ଚଲିଙ୍ଗେଶ୍ବରରୁ ବାଲେଶ୍ଵରକୁ ପର୍ଯ୍ୟଟକ ଆଣିବାକୁ ଏକ ମିନି ବସ ଯାଉଥିବାବେଳେ ଡ୍ରାଇଭରର ଆଖି ଲାଗିଯିବାରୁ ରାସ୍ତା ପାର୍ଶ୍ଵରେ ଥିବା ଏକ ଗଛକୁ ବାଡେଇଥିଲା।ଏଥିରେ ଡ୍ରାଇଭର ଆହତ ହୋଇ ବାଲେଶ୍ଵର ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି।
Related Posts
ଖାଇବା ବେଳେ ବଚସା, ବରମୁଣ୍ଡା ବସ୍ ଷ୍ଟାଣ୍ଡରେ ବୋମାମାଡ଼
6 February 2023
ଟ୍ରକକୁ ପଛ ପଟୁ ପିଟିଲା ୧୦୮ ଆମ୍ବୁଲାନ୍ସ, ୩ ଆହତ
5 February 2023