oroinfra
maganna
anutap
FileReOpen
TASTEtheBEST
EVOS_WebBanner_728X90
oroinfra
ChampionMaganna_WebBanner_728X90
Anutap_WebBanner_728X90
FileReOpen_WebBanner_728X90
TASTEtheBEST_WebBanner_728X90
EVOS_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଏକ୍‌ଜିଟ୍ ପୋଲର ଆକଳନ, ଇଟାଲୀର ପ୍ରଧାନମନ୍ତ୍ରୀ ହେବେ ମେଲୋନୀ
  • ||
  • ରାଜ୍ୟରେ ଉପର ତଳ ଦୈନିକ ସଂକ୍ରମଣ, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୧୬୪ କୋଭିଡ୍ ପଜିଟିଭ୍
  • ||
  • ସାଲେପୁର: ବିଳମ୍ୱିତ ରାତିରେ ମାତିଲେ ଲୁଟେରା, ମନ୍ଦିରରୁ ଲୁଟିନେଲେ ୩ କୋଟିର ଅଷ୍ଟଧାତୁ ମୂର୍ତ୍ତି
  • ||
  • ଯାଜପୁର: ଗଡିବ ମା’ ବିରଜାଙ୍କ ସିଂହଧ୍ଵଜ ରଥ, ୯ ଦିନ ଧରି ଭକ୍ତଙ୍କୁ ଦର୍ଶନ ଦେବେ ଦେବୀ
  • ||
  • ହିମାଚଳ ପ୍ରଦେଶର କୁଲୁରେ ମର୍ମନ୍ତୁଦ ଦୁର୍ଘଟଣା, ୭ ପର୍ଯ୍ୟଟକ ମୃତ
  • ||
  • ସୋମବାରଠୁ ନବରାତ୍ର ପୂଜା, ମାଆଙ୍କ ଷୋଡ଼ଶ ପୂଜାପାଠରେ କମ୍ପୁଛି ଶକ୍ତିପୀଠ
  • ||
  • ମୋହନା : ଘାଟିରେ ଓଲଟିଲା ଯାତ୍ରୀବାହୀ ବସ୍, ଅଳ୍ପକେ ବର୍ତ୍ତିଲେ ୨୪ଯାତ୍ରୀ
  • ||

ଅପ୍ରେଲ ୨୫ରେ ବୃଷ ରାଶିରେ ଗୋଚର ହେବେ ବୁଧ, ଏହି ୩ଟି ରାଶିର ବ୍ୟକ୍ତି ହେବେ ମାଲାମାଲ୍

20/04/2022 at 9:16 PM

ଜ୍ୟୋତିଷ ଶାସ୍ତ୍ର ଅନୁସାରେ ବୁଧ ଗ୍ରହ ଅପ୍ରେଲ ୨୫ ତାରିଖରେ ରାଶି ପରିବର୍ତ୍ତନ କରି ବୃଷ ରାଶିରେ ପ୍ରବେଶ କରିବାକୁ ଯାଉଛନ୍ତି । ବୁଧ ଗ୍ରହ ବୁଦ୍ଧି ଏବଂ ବ୍ୟବସାୟର ଦାତା । ବୁଧଙ୍କର ରାଶି ପରିବର୍ତ୍ତନ ନେଣଦେଣ, ବିନିଯୋଗ ସହିତ ସମସ୍ତ ଅର୍ଥବ୍ୟବସ୍ଥା ଉପରେ ପ୍ରଭାବ ପକାଇଥାଏ । ଚଳିତ ଥର ମଧ୍ୟ ବୁଧଙ୍କ ଗୋଚର ସମସ୍ତ ୧୨ଟି ରାଶି ଉପରେ ଭଲ ଏବଂ ଖରାପ ପ୍ରଭାବ ପକାଇବ । ବୁଧଙ୍କ ଗୋଚର ଏହି ୩ଟି ରାଶିର ବ୍ୟକ୍ତିଙ୍କ ପାଇଁ ଅତ୍ୟନ୍ତ ଶୁଭ ହେବ ।

ମେଷ ରାଶି : ମେଷ ରାଶିର ବ୍ୟକ୍ତିଙ୍କ ପାଇଁ ବୁଧଙ୍କ ଗୋଚର ଅନେକ ଲାଭ ଦେବ । ସେମାନଙ୍କୁ ଅର୍ଥଲାଭ ହେବ । ଏପରି ଜାଗାରୁ ଟଙ୍କା ମିଳିବ ଯାହା ସେମାନେ କେବେ କଳ୍ପନା ମଧ୍ୟ କରିନଥିବେ । କେବଳ କଥା ଆଧାରରେ କାମ ହୋଇଯିବ । ଓକିଲ, ମିଡିଆ, ମାର୍କେଟିଂ, ଶିକ୍ଷା ସହିତ ଜଡିତ ଲୋକଙ୍କ ପାଇଁ ଏହା ବହୁତ ଭଲ ସାବ୍ୟସ୍ତ ହେବ । ଶତ୍ରୁମାନଙ୍କ ଉପରେ ବିଜୟ ଲାଭ କରିବେ ।

କର୍କଟ ରାଶି: କର୍କଟ ରାଶିର ବ୍ୟକ୍ତିଙ୍କ ପାଇଁ ଏହି ସମୟ ଟଙ୍କା ସହ ପ୍ରଗତି ମଧ୍ୟ କରିବ । ଚାକିରୀ-ବ୍ୟବସାୟରେ ଲାଭ ହେବ । ପଦୋନ୍ନତି ପାଇପାରନ୍ତି । ଆୟ ବୃଦ୍ଧି ହେବ । ବିନିଯୋଗ ପାଇଁ ଏହା ଭଲ ସମୟ । ବିଶେଷକରି ବ୍ୟବସାୟୀମାନେ ବେଶ୍ ଉପକୃତ ହେବେ । ଯଦି ସେମାନେ କୌଣସି ଯୋଜନାରେ କାମ କରୁଛନ୍ତି ତେବେ ସେମାନେ ଏହାକୁ କରି ଦେଖାଇବେ । ଘର, ଗାଡି କିଣିବାର ଯୋଗ ରହିଛି ।

ସିଂହ ରାଶି: ସିଂହ ରାଶିର ବ୍ୟକ୍ତିଙ୍କ ପାଇଁ ବୁଧଙ୍କ ଗୋଚର କ୍ୟାରିୟର-ବ୍ୟବସାୟରେ ଲାଭ ଦେବ । ନୂଆ ଚାକିରୀର ଅଫର ମିଳିପାରେ । ଚାକିରିଆଙ୍କୁ ପଦୋନ୍ନତି ମିଳିପାରେ । ଆପଣଙ୍କ କାମର ପ୍ରଶଂସା ହୋଇପାରେ । ବ୍ୟବସାୟୀଙ୍କ ବ୍ୟବସାୟରେ ବୃଦ୍ଧି ହୋଇପାରେ । ବଡ ଅର୍ଡର ମିଳିପାରେ । ଯଦି କୌଣସି ସ୍ଥାନରେ ଟଙ୍କା ଅଟକି ରହିଛି ତେବେ ତାହା ମିଳିପାରେ । ମୋଟ୍ ଉପରେ କହିବାକୁ ଗଲେ ଏହି ସମୟ ଲାଭ ହିଁ ଲାଭ ପ୍ରଦାନ କରିବ ।

   Related Posts