୪୧ ଡିଗ୍ରୀ ଟପିଲା ଟ୍ବିନ୍ ସିଟି ତାପମାତ୍ରା, ୪୩.୨ ସହ ତାଳଚେର ସବୁଠୁ ଉତ୍ତପ୍ତ ସହର

Published By : Prameya-News7 Bureau | April 17, 2024 IST

ଭୁବନେଶ୍ବର ୧୭।୪:  ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହରେ ଜଳୁଛି ସାରା ଓଡ଼ିଶା । ତାଳଚେର ସର୍ବାଧିକ ୪୩.୨ ଡିଗ୍ରୀ ରେକର୍ଡ କରାଯାଇଛି । ପ୍ରଥମ ଥର ପାଇଁ ଚଳିତ ବର୍ଷ ୪୧ ଟପିଲା ଟୁଇନ୍‌ ସିଟି । ଭୁବନେଶ୍ବରରେ ତାପମାତ୍ରା ୪୧.୭ ଡିଗ୍ରୀ ଏବଂ କଟକ ପ୍ରଥମ ଥର ପାଇଁ ଚଳିତ ବର୍ଷ ୪୧.୫ ଡିଗ୍ରୀ  ଛୁଇଁଲା ତାପମାତ୍ରା ।

ରାଜ୍ୟରେ ରେକର୍ଡ ତାପମାତ୍ରା ଅନୁଯାୟୀ, ତାଳଚେର ୪୩.୨, ନୂଆପଡା ୪୩, ପାରଳାଖେମୁଣ୍ଡି ୪୨.୮, ବୌଦ୍ଧ ୪୨.୮, ଅନୁଗୋଳ ୪୨.୭, ନୟାଗଡ ୪୨.୭, ବାରିପଦା ୪୨.୬, ଟିଟିଲାଗଡ ୪୨.୫, ଭବାନୀପାଟଣା ୪୨, ମାଲକାନଗିରି ୪୨ ଡିଗ୍ରୀ ସେଲସିୟସ୍ ରହିଛି ।

You Can Read :

ବିଶ୍ଵ ପ୍ରସିଦ୍ଧ ରଥଯାତ୍ରା ପାଇଁ ପ୍ରକ୍ରିୟା ଆରମ୍ଭ, ଖପୁରିଆ କରତ କଳରେ ରଥକାଠ ଚିରଟ ଅନୁକୂଳ

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.