suno sunao
Aao Nxt
suno sunao
AAo728x90 (1)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, odisha news,khabar odisha,news in oriya

ଜାମ୍ମୁ କାଶ୍ମୀର ଅନନ୍ତନାଗରେ ତୃତୀୟ ସ୍ଥାନରେ ମେହବୁବା ମୁଫତୀ

23/05/2019 at 2:17 PM

ଜାମ୍ମୁ କାଶ୍ମୀର ଅନନ୍ତନାଗ ଲୋକସଭା ଆସନ ପାଇଁ ଭୋଟ ଗଣତି ଆରମ୍ଭ ହୋଇସାରିଛି । ଅନନ୍ତନାଗ ଲୋକସଭା ଆସନରୁ ନ୍ୟାସନଲ କନଫରେନ୍ସରୁ ହସନୈନ ମସୁଦି, କଂଗ୍ରେସରୁ ଗୁଲାମ ଅହମଦ, ପିପୁଲ୍ସ ଡେମୋକ୍ରାଟିକ ପାର୍ଟୀରୁ ମେହବୁବା ମୁଫତୀ ନିର୍ବାଚନ ଲଢୁଥିଲେ । ଅନନ୍ତନାଗରେ କଡା ସୁରକ୍ଷା ବଳୟ ମଧ୍ୟରେ ୩ଟି ପର୍ଯ୍ୟାୟରେ ଭୋଟ ଗ୍ରହଣ ହୋଇଥିଲା ।

ଆଜି ଭୋଟ ଗଣତି ଆରମ୍ଭ ହୋଇଛି । ଏପର୍ଯ୍ୟନ୍ତ ମିଳିଥିବା ଖବର ଅନୁଯାୟୀ, ମେହବୁବା ମୁଫତୀ ପଛୁଆ ଅଛନ୍ତି । ନ୍ୟାସନଲ କନଫରେନ୍ସର ହସନୈନ ମସୁଦି ସବୁଠାରୁ ଆଗରେ ଅଛନ୍ତି । ମେହବୁବା ମୁଫତୀ ତୃତୀୟ ସ୍ଥାନରେ ଅଛନ୍ତି ।

   Related Posts