ଅଭିନନ୍ଦନଙ୍କୁ ମୁକ୍ତ କରାଯିବ ପ୍ରସଙ୍ଗରେ କ'ଣ କହିଲେ ମେହବୁବା ମୁଫତି ଜାଣନ୍ତୁ

Published By : Prameya-News7 Bureau | February 28, 2019 IST

କାଶ୍ମୀର ୨୮/୨ : ଆସନ୍ତାକାଲି ପାକିସ୍ତାନରୁ ମୁକ୍ତ ହୋଇ ଦେଶକୁ ଫେରୁଛନ୍ତି ୱିଙ୍ଗ କମାଣ୍ଡର ଅଭିନନ୍ଦନ ବର୍ଦ୍ଧମାନ | ଏନେଇ ପ୍ରତିକ୍ରିୟା ରଖିଛନ୍ତି ଜାମ୍ମୁ କାଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ମେହବୁବା ମୁଫତି | ସେ ଟ୍ୱିଟ କରି କହିଛନ୍ତି ଯେ, ଅଭିନନ୍ଦନଙ୍କୁ ମୁକ୍ତ କରିବା ଏକ ବହୁତ ବଡ ନିଷ୍ପତ୍ତି | ଏହି ନିଷ୍ପତ୍ତି ଯେଉଁଭଳି ପରିସ୍ଥିତିରେ ନିଆଯାଇଛି ସେତେବେଳେ ପାକିସ୍ତାନ ଏହି ମାମଲାକୁ ଆହୁରି ଆଗକୁ ବଢ଼ାଇ ପାରିଥାନ୍ତା | ପାକିସ୍ତାନର ଏହି ଘୋଷଣାକୁ ଉଭୟ ଦେଶର ସମାଧାନ ଭାବେ ଦେଖୁଛନ୍ତି ବୋଲି କହିଛନ୍ତି ମେହବୁବା ମୁଫତି |

wp:quote

Mehbooba Mufti: Good news,whole nation will be relieved. I hope our leadership will also reciprocate this peace gesture. I hope Imran Khan will stand by his word and take steps on Indian dossier on Pulwama attack. Imran Khan has acted like a statesman. #AbhinandanVartaman pic.twitter.com/mefxTZBJdO— ANI (@ANI) February 28, 2019

/wp:quote

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.