ନବୀନ ନିବାସରେ ବସିଲା ବୈଠକ, ୨୦୨୪ ପାଇଁ ଚାଲିଛି ମାନସ ମନ୍ଥନ

Published By : Prameya-News7 Bureau | December 15, 2022 IST

ଭୁବନେଶ୍ୱର ୧୫/୧୨: ୨୪ ପାଇଁ ରଣନୀତି । ୨୪ ପାଇଁ ବିଜେଡିର ପ୍ରସ୍ତୁତି । ପଦ୍ମପୁର ଉପନିର୍ବାଚନ ଫଳାଫଳ ପରେ ନବୀନ ନିବାସରେ ସମୀକ୍ଷା ବୈଠକ ।

ପଦ୍ମପୁର ଦାୟିତ୍ୱରେ ଥିବା ନେତାଙ୍କୁ ନେଇ ବସିଛି ବୈଠକ । ସଙ୍ଗଠନ ସମ୍ପାଦକ ପ୍ରଣବ ପ୍ରକାଶ ଦାସ, ସୁଶାନ୍ତ ସିଂ,ପ୍ରସନ୍ନ ଆଚାର୍ଯ୍ୟ, ଦେବୀ ମିଶ୍ର, ଅତନୁ ସବ୍ୟସାଚୀ ନାୟକ, ସୁଧୀର ସାମଲ, ଦିବ୍ୟ ଶଙ୍କର ମିଶ୍ର, ଅରୁଣ ସାହୁ ପ୍ରମୁଖ ବୈଠକରେ ଉପସ୍ଥିତ ଅଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.