ସ୍କ୍ରବ୍ ଟାଇଫସ ବ୍ୟାପିବା ଘଟଣା, ସ୍ଥିତି ଅନୁଧ୍ୟାନ ଲାଗି ବରଗଡ଼ରେ ଜନସ୍ୱାସ୍ଥ୍ୟ ବିଭାଗର ୩ ଜଣିଆ ଟିମ୍

ବରଗଡ ୧୮/୦୯: ବରଗଡ଼ ଜିଲ୍ଲାରେ ସ୍କ୍ରବ୍ ଟାଇଫସ୍ ବ୍ୟାପିବାରେ ଲାଗିଛି। ଭୁବନେଶ୍ବରରୁ ରାଜ୍ୟ ଜନସ୍ବାସ୍ଥ୍ୟ ବିଭାଗର ତିନି ଜଣିଆ ଟିମ୍ ବରଗଡ଼କୁ ଆସି ସ୍ଥିତି ଅନୁଧ୍ୟାନ କରୁଛନ୍ତି। ବରଗଡ଼ ସିଡିଏମଓଙ୍କ କାର୍ଯ୍ୟାଳୟରେ ଆଲୋଚନା ଚାଲିଛି । ସେମାନଙ୍କ ମଧ୍ୟରେ ଜଣେ ଯୁଗ୍ମ ନିର୍ଦେଶକଙ୍କ ସହ ଏପିଡେମୋଲୋଜିଷ୍ଟ ଅଛନ୍ତି । ବରଗଡ଼ରେ ସ୍କ୍ରବ୍ ଟାଇଫସ୍ ଚିନ୍ତା ବଢ଼ାଉଥିବାରୁ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗର ଘନଘନ ଆଲୋଚନା ଚାଲିଛି। ବର୍ତ୍ତମାନ ସୁଦ୍ଧା ବରଗଡ଼ରେ ୪୮୨ ଜଣଙ୍କ ଟେଷ୍ଟ କରାଯାଇଥିବା ବେଳେ ୧୨ … Continue reading ସ୍କ୍ରବ୍ ଟାଇଫସ ବ୍ୟାପିବା ଘଟଣା, ସ୍ଥିତି ଅନୁଧ୍ୟାନ ଲାଗି ବରଗଡ଼ରେ ଜନସ୍ୱାସ୍ଥ୍ୟ ବିଭାଗର ୩ ଜଣିଆ ଟିମ୍