ଭୁବନେଶ୍ୱର ଘରୋଇ ମେଡିକାଲ କଲେଜରେ ଛାତ୍ର ମୃତ୍ୟୁକୁ ନେଇ ଉତ୍ତେଜନା

Published By : Prameya-News7 Bureau | April 22, 2018 IST

ଭୁବନେଶ୍ୱର ଘରୋଇ ମେଡିକାଲ କଲେଜରେ ଛାତ୍ର ମୃତ୍ୟୁକୁ ନେଇ ଉତ୍ତେଜନା MBBS ତୃତୀୟ ବର୍ଷର ଛାତ୍ର ନିହାର ରଞ୍ଜନ ରାଉତ ନିହାର ରଞ୍ଜନ ରାଉତ ଘର ସୋରୋ ଉତ୍ତରେଶ୍ଵରରେ ଇଂଟରନାଲ ପରୀକ୍ଷାରେ ଭଲ ନମ୍ବର ରଖିନଥିବାରୁ ମାନସିକ ଚାପରୁ ସେ ଆତ୍ମହତ୍ୟା କରିଥିବା କଲେଜ କର୍ତ୍ତୃପକ୍ଷ କହିଛନ୍ତି ପରିବାର ଲୋକେ କିନ୍ତୁ ନିହାରଙ୍କୁ ହତ୍ୟା କରିଥିବା ଅଭିଯୋଗ ଆଣିଛନ୍ତି ଗତ ରାତିରେ ନିହାରଙ୍କ ମୃତ୍ୟୁ ହୋଇଥିଲେ ମଧ୍ୟ ନିହାରଙ୍କ ପରିବାରକୁ କଲେଜ ପକ୍ଷରୁ ଖବର ଦିଆଯାଇନଥିଲା ଅନ୍ୟ ମାନଙ୍କ ଠାରୁ ରାତି ୧୨.୩୦ ରେ ଖବର ପାଇ ଭୋରରୁ ଆସି କଲେଜ ରେ ପହଂଚିଥିଲେ ହେଲେ ମଧ୍ୟ କୌଣସି କଲେଜ ପ୍ରଶାସନର ଦେଖା ମିଳିନଥିଲା ମଂଚେଶ୍ୱର ଥାନାରେ ମାମଲା ରୁଜ୍ଜୁ କରିଛନ୍ତି ନିହାର ପରିବାର ଲୋକେ

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.